ଖୁବ୍ ଶୀଘ୍ର ବରିଷ୍ଠ କ୍ରିକେଟରଙ୍କ ଦରମା କାଟିବ ବୋର୍ଡ଼ , ଜାଣନ୍ତୁ କାହିଁକି
ପାକିସ୍ତାନ କ୍ରିକେଟ୍ ଦଳ ଆଜିକାଲି ପଡ଼ିଆରେ ନିମ୍ନ ମନର ପ୍ରଦର୍ଶନ ଦେଖାଉଛି । ପାକିସ୍ତାନ ଦଳ କେତେବେଳେ ବାଂଲାଦେଶଠାରୁ ହାରୁଛି ତ କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ନିମ୍ନ ର଼୍ୟାଙ୍କିଂ ଦଳଠାରୁ ପଛରେ ପଡିଯାଉଛି | ଏହି କ୍ରମ ନିରନ୍ତର ଜାରି ରହିଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ…