Browsing Tag

#metro tv

ଆଜି ବି ରାଜ୍ୟର କେତେକ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିବ,୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ବି ରାଜ୍ୟର କେତେକ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖିର ପ୍ରଭାବ । ୧୧ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ଠାରୁ ବଢ଼ିବ ଦିନର ତାପମାତ୍ରା । ୪୦ ଡିଗ୍ରି ଡେଇଁବ ପାରଦ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି…

ଏହି ରାଶିଙ୍କ ପାଇଁ ଆଜି ଖୁସିର ଦିନ

ମେଷ : ମେଷ ରାଶି ପାଇଁ ଏହା ଏକ ସାଧାରଣ ଦିନ ହେବ । ସମୟସୀମା ପୂର୍ବରୁ ଅଫିସ୍ କାମ ସମ୍ପୂର୍ଣ୍ଣ କରନ୍ତୁ । ଅଫିସ୍ ରାଜନୀତିରୁ ଦୂରରେ ରୁହନ୍ତୁ । ଆପଣଙ୍କ କାମ ପ୍ରତି ଅସାବଧାନ ହୁଅନ୍ତୁ ନାହିଁ । ଆପଣ ଆଜି ଘରୋଇ ଉପକରଣ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣ କିଣିପାରନ୍ତି । ପାରିବାରିକ ଜୀବନ…

ଇରାନ ହର୍ମୁଜ୍ ଜଳପଥ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଠାରୁ ଟୋଲ୍ ଟିକସ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ,ଇରାନ ଏହାର ରାଜସ୍ୱ ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁସାରେ,ଇରାନ ହର୍ମୁଜ୍ ଜଳପଥ ଦେଇ ପରିବହନ କରୁଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଠାରୁ ଟୋଲ୍ ଟିକସ ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିନା ଭୋଜନ ବିରତିରେ ସମସ୍ତ ସରକାରୀ…

ରାଜ୍ୟକୁ ଫେରିବ ଗରମ ଗୁଳୁଗୁଳି । ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଶାସନ ପକ୍ଷରୁ ସର୍କୁଲାର ଜାରି କରାଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସର୍କୁଲାର ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିନା ଭୋଜନ ବିରତିରେ…

ସଂସଦରେ ମହିଳା ସଂରକ୍ଷଣ ଆଇନକୁ ସମର୍ଥନ କରିବାକୁ ସବୁ ସାଂସଦଙ୍କୁ ଆହ୍ବାନ ଦେଲେ ମୋଦୀ

ସଂସଦରେ ମହିଳା ସଂରକ୍ଷଣ ଆଇନକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ସାଂସଦଙ୍କୁ ଆହ୍ବାନ କରିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳା ସଂରକ୍ଷଣ ଆଇନରେ ପ୍ରସ୍ତାବିତ ସଂଶୋଧନ କେବଳ ଏକ ଆଇନଗତ କାର୍ଯ୍ୟ ନୁହେଁ ବରଂ ଭାରତର କୋଟି କୋଟି ମହିଳାଙ୍କ…

OTET ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ଼

ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଗୁରୁବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ବୃଦ୍ଧି କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, ବୋର୍ଡ ଘୋଷଣା କରିଛି ଯେ OTET-2026 ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ, ଯାହା ଆଜି…

ଗୋଟିଏ ରନରେ ଗୁଜରାଟଠୁ ହାରିବା ପରେ ଭାଙ୍ଗି ପଡିଲେ ଡେଭିଡ ମିଲର,ସାନ୍ତ୍ୱନା ଦେଲେ ଅକ୍ଷର ପଟେଲ

ବୁଧବାର ଥିଲା ଚଳିତ ଆଇପିଏଲ ସିଜିନର ହାଇଭୋଲଟେଜ୍ ଫାଇଟ୍ । ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ-ଗୁଜରାଟ । ମୁକାବିଲା ବି ଥିଲା ବେଶ୍ ରୋମାଞ୍ଚକର । ତେବେ ମ୍ୟାଚର ଶେଷ ଓଭର ଥିଲା ବେଶ୍ ଡ୍ରାମାଟିକ୍ । ପୁରା ଫିଲ୍ମର କ୍ଲାଇମ୍ୟାକ୍ସ ପରି ଥିଲା ଶେଷ ଓଭର । ଡେଭିଡ ମିଲରଙ୍କ ବିସ୍ଫୋରକ ଇନିଂସ…

ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଗ୍ରହଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଗ୍ରହଣ…

ଭାଙ୍ଗିଛି ପୁଟିନଙ୍କ ଧୈର୍ଯ୍ୟ,ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଛି ମସ୍କୋ

ଦୀର୍ଘ ୫ ବର୍ଷ ହେଲାଣି ଚାଲିଛି ଯୁଦ୍ଧ। ଆକ୍ରମଣ ପ୍ରତି ଆକ୍ରମଣର ହତାଶ ହେଲେଣି ଋଷ-ୟୁକ୍ରେନ୍। ମରୁଛନ୍ତି ଲୋକେ, ନଷ୍ଟ ହେଉଛି ସମ୍ପତ୍ତି। ତଳିତଳାନ୍ତ ହେଉଛି ଅର୍ଥନୀତି। ଏଥର ଆଉ ନୁହେଁ, ଭାଙ୍ଗିଛି ପୁଟିନଙ୍କ ଧୈର୍ଯ୍ୟ। ୟୁକ୍ରେନ୍ ଉପରେ ହେବ ଭୟଙ୍କର ଆକ୍ରମଣ। ଗୋଟିଏ ଷ୍ଟ୍ରାଇକରେ ସବୁ…

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଲେଣି ମମତା ବାନାର୍ଜୀ,ହେଲେ ନା ଅଛି ଘର ନାଁ ଅଛି ଗାଡ଼ି

ସାଧାରଣ ପରିଧାନ, ସରଳ ଜୀବନ ଶୈଳୀ ପାଇଁ ସାରା ଦେଶରେ ଜଣାଶୁଣା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଯୌବନ କାଳରୁ ରାଜନୀତିରେ କଡ଼ା ସଂଘର୍ଷ କରି ସଂଗଠନ ମଜଭୁତ କରି, ଦିନେ ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଗଡ଼ ଭାଙ୍ଗିବାରେ ସଫଳ ହୋଇଥିଲେ ବଙ୍ଗାଲର୍ ଏହି…