ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି,ସେନ୍ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯…
ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପ୍ରଶମିତ କରିବା ଲାଗି ଅସ୍ତ୍ରବିରତି ଘୋଷଣା ହେବା ପରେ ନିବେଶକମାନେ ଉଲ୍ଲସିତ ହୋଇପଡ଼ିଛନ୍ତି। ଏକ ବଡ଼ ଧରଣର ସଙ୍କଟ ଟଳିଯାଇଥିବାରୁ ସେମାନେ ମନ ଖୋଲି ସେୟାର କିଣିବାରେ ନିବେଶ କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର…