Browsing Tag

#metro tv

ରାଜ୍ୟରେ ତେଲର ଅଭାବ ନାହିଁ ,ଆହୁରି ୧୩ ଦିନ ତେଲ ମହଜୁଦ ଅଛି ,କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ -ଯୋଗାଣ…

ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ପାରାଦୀପରେ ତେଲ ରିଫାଇନାରି ଅଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି। ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।…

୧୯ ତାରିଖ ଯାଏ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା

ରାଜ୍ୟରେ ଆଗକୁ ତାତି ବଢ଼ିପାରେ । ୨ଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶୁକ୍ରବାର ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳରେ ଝଡ଼ ବର୍ଷା…

କିପରି କଟିବ ଆଜିର ଦିନ

ମେଷ: ଏହା ଆନନ୍ଦ ଏବଂ ଖୁସିର ସମୟ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ କରିବା ପାଇଁ ତତ୍ପରତା ରହିବ । ଲାଭ ହାସଲ ପାଇଁ ପ୍ରୟାସ ପ୍ରବଳ ହେବ । ସଭା ଏବଂ ସେମିନାରରେ ସମ୍ମାନ ଏବଂ ସମ୍ମାନ ବୃଦ୍ଧି ପାଇବ । ଧାର୍ମିକ ବିଶ୍ୱାସ ପୂରଣ ହେବ । ଭିତ୍ତିହୀନ ସନ୍ଦେହ ମଧ୍ୟ ମାନସିକ କଷ୍ଟର କାରଣ…

ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ ଜାରି ,ସିିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର

SIReci ।  ତୃତୀୟ ପର୍ଯ୍ୟାୟ SIR ପାଇଁ ECIଙ୍କ ଘୋଷଣା । ଓଡ଼ିଶା ସମେତ ୧୬ ରାଜ୍ୟରେ SIR ପାଇଁ ନିର୍ଦ୍ଦେଶ ଜାରି । ଓଡ଼ିଶାରେ ଭୋଟର ତାଲିକାର ସ୍ପେଶାଲ ରିଭିଜନରେ ଘରକୁ ଘର ବୁଲିବେ BLO । ସିିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର । ୩୮,୧୨୩ ଜଣ ବୁଥ୍ ଲେଭଲ୍ ଅଫିସର (BLO) ଘରକୁ ଘର…

ଦିନରେ ଡହ ଡହ ଖରା , ଅପରାହ୍ନ ରେ କାଳବୈଶାଖୀ

ଦିନରେ ଡହ ଡହ ଖରା ହେଉଥିବା ବେଳେ ଅପରାହ୍ନ ରେ କାଳବୈଶାଖୀ ।  ଅସହ୍ୟ ଖରା ଗରମ ଗୁଳୁଗୁଳୁରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି ।  ପବନ ସହ କାଳବୈଶାଖୀ ତାଣ୍ଡବ ରଚୁଥୁବା ବେଳେ ଆହୁରି ୫ ଦିନ ଯାଏ ରହିବ ପ୍ରଭାବ ।  ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବିଜୁଳି…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ,୧୫ ଜଣଙ୍କ ଜୀବନ ଯାଇଥିବା ଆଶଙ୍କା

ଦେଓ୍ବାସର ଏବି ରୋଡ ସ୍ଥିତ ଟୋଙ୍କକଲାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିସ୍ଫୋରଣରେ ଆଖପାଖର ଘର ସବୁ ଦୋହଲିଯାଇଥିଲା । କାରଖାନାରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣରେ ୧୫…

ଆଇପିଏଲ୍‌ର ୫୭ତମ ମ୍ୟାଚ୍‌: କୋଲକାତା ଦେଇଥିବା ୧୯୩ ରନ୍‌ର ଲକ୍ଷ୍ୟକୁ କୋହଲିଙ୍କ ଯାଦୁଗରୀ ଶତକ ବଳରେ ଆର୍‌ସିବି ୫…

କିଂବଦନ୍ତି କୋହଲି ପୁଣି ଥରେ କମାଲ କରିଛନ୍ତି। ଚଳିତ ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରି ଶତକୀୟ ପାଳି ଖେଳିବା ସହ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁ (ଆର୍‌ସିବି)କୁ ପୁଣି ଥରେ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନକୁ ଫେରାଇ ଆଣିଛନ୍ତି। ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ…

ୟୁକ୍ରେନ ଉପରେ ଋଷିଆ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ,ଏକକାଳୀନ ୮୦୦ରୁ ଅଧିକ ଡ୍ରୋନ ମାଡ଼

ୟୁକ୍ରେନ ଉପରେ ଋଷିଆ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ କରିଛି। ୨୦ଟି ଅଞ୍ଚଳ ଉପରକୁ ଋଷିଆ ଏକକାଳୀନ ୮୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ଫଳରେ ରାଜଧାନୀ କିଭ ସମେତ ପଶ୍ଚିମ ସହର ଲିଭ୍, ବ୍ଲାକ୍ ସି ପୋର୍ଟ ସିଟି ଓଡେଶା ଆଦି ସହର ଗୁରୁତର ପ୍ରଭାବିତ ହୋଇଛି। ଅଧିକାରୀଙ୍କ ଅନୁସାରେ ଏହି…

ସପ୍ତାହକୁ ୨ ଦିନ ଘରେ ରହି କାମ କରିବେ କର୍ମଚାରୀ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନକୁ ସମ୍ମାନ ଜଣାଇ ଦିଲ୍ଲୀ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦେଶର ବର୍ଦ୍ଧିତ ଇନ୍ଧନ ଚାହିଦାକୁ ନିୟନ୍ତ୍ରଣ କରିବା ସହ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଡ଼ ଘୋଷଣା କରିଛନ୍ତି। ସରକାରୀ…

କିଙ୍ଗ୍ ସୁଟିଂ ସେଟରୁ ଜୁନିୟର ବଚ୍ଚନଙ୍କୁ ହାଫ୍-ସେଫ୍ ଲୁକ୍ ଲିକ୍

ରାଜା ଶୀବାଜୀ ଫିଲ୍ମରେ ନଜର ଆସିଥିଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଯାହା ବକ୍ସ ଅଫିସରେ ଧମାଲ୍ କରୁଛି । ଏବେ କିନ୍ତୁ ଅଭିଷେକ ଫିଲ୍ମ କିଙ୍ଗ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ କିଙ୍ଗ୍ ସୁଟିଂ ସେଟରୁ ଅଭିନେତାଙ୍କ ପ୍ରଥମ ଲୁକ୍ ଲିକ୍ ହୋଇଛି । କିଙ୍ଗ୍ ଫିଲ୍ମରେ ଜବରଦସ୍ତ…