ଶିଶୁକନ୍ୟାର ମାତାପିତା ହେଲେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା
ବଲିଉଡରୁ ଆସିଲା ଖୁସିର ଖବର। ମାତାପିତା ହେଲେ ଲୋକପ୍ରିୟ ଦମ୍ପତି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା। ଗତକାଲି ଏହି ଦମ୍ପତି ଏକ ଶିଶୁ କନ୍ୟାକୁ ଏ ଦୁନିଆକୁ ସ୍ୱାଗତ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି କିଆରା ଏବଂ…