Browsing Tag

#metro tv

ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ: ଏହା ଆନନ୍ଦ ଏବଂ ଖୁସିର ସମୟ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ କରିବା ପାଇଁ ତତ୍ପରତା ରହିବ । ଲାଭ ହାସଲ ପାଇଁ ପ୍ରୟାସ ପ୍ରବଳ ହେବ । ସଭା ଏବଂ ସେମିନାରରେ ସମ୍ମାନ ଏବଂ ସମ୍ମାନ ବୃଦ୍ଧି ପାଇବ । ଧାର୍ମିକ ବିଶ୍ୱାସ ପୂରଣ ହେବ । ଭିତ୍ତିହୀନ ସନ୍ଦେହ ମଧ୍ୟ ମାନସିକ କଷ୍ଟର କାରଣ…

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣାକୁ ପୂରିଲା ୧୦ ଦିନ,ସିବିଆଇ ଦ୍ବାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି…

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣାକୁ ପୂରିଲା ୧୦ ଦିନ । ହେଲେ ଏବେବି ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ କ୍ରାଇମବ୍ରାଞ୍ଚ ବିଫଳ । ହତ୍ୟାକାଣ୍ଡ ଘଟଣାରେ ପ୍ରାୟ ୪୦ରୁ ଅଧିକ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୌମ୍ୟଙ୍କ ପରିବାର ଅଭିଯୋଗ କରିଛନ୍ତି । ତଦନ୍ତରେ ଶିଥିଳତା,…

ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହେଲା ଆମେରିକା

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ରବିବାରରେ…

ମାତିଛି ଇବୋଲା ଭାଇରସ,୬୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

କଙ୍ଗୋର ପୂର୍ବ ଇଟୁରି ପ୍ରଦେଶରେ ମାତିଛି ନୂଆ ଭାଇରସ । ଇବୋଲା ସଂକ୍ରମଣରେ ୬୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ସାମୁଏଲ୍ ରୋଜର୍ କାମ୍ବା ମୁଲାମ୍ବା ଏକ ବିବୃତିରେ କହିଛନ୍ତି ଯେ ଗୁରୁବାର ପରୀକ୍ଷିତ ନମୁନାରେ ରୱାମ୍ପାରା,…

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଅସ୍ଥିରତାକୁ ନେଇ ସମସ୍ତଙ୍କୁ ସତର୍କ କରାଇଲେ ମୋଦି , କହିଲେ…

ନେଦରଲ୍ୟାଣ୍ଡ ଗସ୍ତ ସମୟରେ ହେଗ୍ (The Hague) ଠାରେ ଶନିବାର ଦିନ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଅସ୍ଥିରତାକୁ ନେଇ…

୧୩୦୦ କୋଟିର ସୁନ୍ଦର ଗାଉନ୍ ପିନ୍ଦି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ରେ ନଜର ଆସିଲେ ଉର୍ବଶୀ ରାଉତେଲା

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ କିଛି ବର୍ଷ ମଧ୍ୟରେ ଦୁନିଆର ସବୁଠାରୁ ବଡ଼ ଫ୍ୟାଶନ ଇଭେଣ୍ଟରେ ସାମିଲ ହୋଇସାରିଛି । ଯେଉଁଠାରେ ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ସେଲିବ୍ରିଟିମାନେ ନିଜର ଚମତ୍କାର ଏବଂ ମହଙ୍ଗା ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଡିଜାଇନର୍ ଗାଉନ୍, ବିଳାସପୂର୍ଣ୍ଣ…

୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କଲା ସିବିଏସଇ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ । ବୋର୍ଡ ଦ୍ବାରା ଜାରି ହୋଇଥିବା ସର୍କୁଲାର ଅନୁସାରେ, ରାଷ୍ଟ୍ରୀୟ…

ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍‌କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ,ତେଲ ବିକ୍ରିରେ ୩୭ ପ୍ରତିଶତ…

ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍‌କୁ ନେଇ ଦେଖାଦେଇଥିବା ଚାହିଦା ସାରା ଦେଶରେ ସର୍ବାଧିକ। ଅନ୍ୟ କୌଣସି ରାଜ୍ୟରେ ତେଲକୁ ନେଇ ଏଭଳି ସ୍ଥିତି ନାହିଁ। ଏହି ଦୁଇ ଦିନରେ ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି ହୋଇଛି। ସାଧାରଣ ଦିନଗୁଡ଼ିକରେ ରାଜ୍ୟରେ ୪୦୦୦ କିଲୋଲିଟର…

ଓଡ଼ିଶାରେ ଜୁନ୍ ୧୦ରୁ ୧୩ ତାରିଖ ସୁଦ୍ଧା ଆସିବ ମୌସୁମୀ

ଓଡ଼ିଶାରେ ଜୁନ୍ ୧୦ରୁ ୧୩ ତାରିଖ ସୁଦ୍ଧା ମୌସୁମୀ ପହଞ୍ଚିପାରେ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶାରଦ । ଚଳିତବର୍ଷ ମୌସୁମୀ ସାମାନ୍ୟ ଆଗୁଆ ଦେଶକୁ ଆସିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଇଏମଡିର ତାଜା ପୂର୍ବାନୁମାନ ଅନୁସାରେ ଆସନ୍ତା…

ସ୍ବାମୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ପରିବାରର ମଙ୍ଗଳ କାମନା କରୁଛି ସ୍ତ୍ରୀ

ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ଏକ ପ୍ରମୁଖ ଏବଂ ପବିତ୍ର ଗଣପର୍ବ। ଏହା ଓଡ଼ିଆ ହିନ୍ଦୁ ସନାତନ ସଂସ୍କୃତିରେ ସତୀତ୍ୱ, ନିଷ୍ଠା ଓ ଦାମ୍ପତ୍ୟ ପ୍ରେମର ଏକ ଅନନ୍ୟ ପ୍ରତୀକ। ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ପରିବାରର ମଙ୍ଗଳ କାମନା କରି ଏହି ବ୍ରତ ପାଳନ…