Browsing Tag

#metro tv

ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି – ନବୀନ ପଟ୍ଟନାୟକ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏ ଦୃଶ୍ୟ ଅତ୍ୟନ୍ତ…

ଆସନ୍ତା କାଲି ବନ୍ଦ ରହିବ ସମସ୍ତ ମେଡ଼ିସିନ ଦୋକାନ

ଲୋକଙ୍କୁ କେମିତି ଏହି ସମୟରେ ମେଡିସିନ ମିଳିବ। ସେଥିପାଇଁ ୭ ସୁତ୍ରୀ ନିର୍ଦ୍ଦେଶ ଅବଗତ କରିଛି ଡ୍ରଗ୍ସ କଣ୍ଟ୍ରୋଲ। ସହକାରୀ ଡ୍ରଗ୍ ନିୟନ୍ତ୍ରକକୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଏନେଇ ନିର୍ଦ୍ଦେଶ ଦେଇଛି। ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ…

ଟ୍ରମ୍ପଙ୍କ ବଡ଼ ଘୋଷଣା , ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ

ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଉପରେ ହେବାକୁ ଥିବା ବଡ଼ ଆକ୍ରମଣ ସ୍ଥଗିତ ।  ଗଲ୍ଫ ଦେଶଗୁଡ଼ିକର ଅନୁରୋଧ କ୍ରମେ ଟଳିଲା ଇରାନ ଉପରେ ଆମେରିକାର ସେନା ଆକ୍ରମଣ ।  ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଆଜି ଇରାନ ଉପରେ ହେବାକୁ ଥିବା ବଡ଼ ଧରଣର…

ସବୁକିଛି ଠିକ୍ ଅଛି ତ ? ବଲିଉଡ ସୁପରଷ୍ଟାର ଭାଇଜାନ୍ ଙ୍କୁ ପ୍ରଶଂସକଙ୍କ ପ୍ରଶ୍ନ

ବଲିଉଡ ସୁପରଷ୍ଟାର ଭାଇଜାନ୍ ସଲମାନ ଖାନ । ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ୬୦ ବର୍ଷ ବୟସରେ ମଧ୍ୟ ସଲମାନ ଖାନ ଅବିବାହିତା ଅଛନ୍ତି । ବିବାହ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ବି ଦେଉ ନାହାଁନ୍ତି । ବର୍ତ୍ତମାନ,…

ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି,ତୈଳ ଦର କମିବାର ସମ୍ଭାବନା

ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି । ଏନେଇ ଇରାନର ଗଣମାଧ୍ୟମ ଦାବି କରିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଚାଲିଥିବା ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଦୀର୍ଘଦିନର ବିବାଦ ସାମାନ୍ୟ…

ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟୀ ଡାଲଚିନି ପାଣି

ଭାରତର ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଡାଲଚିନି ନିଶ୍ଚୟ ଥିବ ।  ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ । ଏଥିରେ ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଇନ୍‌ଫ୍ଲାମେଶନ୍‌,ଏଣ୍ଟି ଡାଇବେଟିକ ଓ ଫାଇଟୋକେମିକାଲ ଗୁଣ ରହିଛି ।  ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାର କ୍ଷମତା ମଧ୍ୟ…

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୬ର ୬୩ତମ ମ୍ୟାଚ୍‌: ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାସ୍ତ କଲା ହାଇଦ୍ରବାଦ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୬ର ୬୩ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ସନରାଇଜର୍ସ ହାଇଦ୍ରବାଦ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବ୍ୟାଟର ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ବିଜୟୀ କରାଇଛନ୍ତି। ହାଇଦ୍ରାବାଦ ୧୮୧ ରନ୍‌ର ବିଜୟ…

ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ,ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି

ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ । ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି । ଚଳିତବର୍ଷ ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛି UPSC । ପରୀକ୍ଷା ପ୍ରକ୍ରିୟାକୁ ସ୍ବଚ୍ଛତା ଓ ସୁଦୃଢ଼ କରିବା ସହ ପାରଦର୍ଶିତା ବୃଦ୍ଧି କରିବା ଏହି ପଦକ୍ଷେପର ମୂଳ…

ସର୍ବସାଧାରଣ ସ୍ଥାନରୁ ବୁଲାକୁକୁରଙ୍କୁ ହଟାଇ ସ୍ବତନ୍ତ୍ର ଆଶ୍ରୟ ସ୍ଥଳିରେ ରଖିବା ନିର୍ଦ୍ଦେଶ କୁ ବଳବତ୍ତର ରଖିଲେ…

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି…

ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ…

ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।  ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ ।  କାହିଁକି ରାସ୍ତାରେ…