Browsing Tag

#metro tv

‘ଅପରେସନ ସିନ୍ଦୂର’କୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ଉଦାହରଣ – ରାଷ୍ଟ୍ର୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ‘ଅପରେସନ ସିନ୍ଦୂର’କୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ଉଦାହରଣ ଭାବେ ଅଭିହିତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ‘ଅପରେସନ୍‌ ସିନ୍ଦୂର’ ଦେଖାଇଛି ଯେ ରାଷ୍ଟ୍ରୀୟ…

ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ,ଲାଲ କିଲ୍ଲାରେ ପତକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦିଲ୍ଲୀ ଲାଲକିଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ…

ପବିତ୍ର ଜନ୍ମାଷ୍ଟର୍ମ ପର୍ବରେ ଏହି ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା

ଚଳିତ ବର୍ଷ ୧୫ ଅଗଷ୍ଟରେ ପାଳନ ହେଉଛି ଜନ୍ମାଷ୍ଟମୀ ପର୍ବ । ଏହି ଦିନ ବୁଧ, ଗୁରୁ, ଶୁକ୍ର, ଶନି ଗ୍ରହ ଏକାଠି ହୋଇ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଏହି ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ଆଣିବାକୁ ଯାଉଛି । ଭାଗ୍ୟକୁ ବଦଳାଇ ଦେବ ଏହି ଯୋଗ । ଜନ୍ମାଷ୍ଟମୀରେ…

ରାତି ପାହିଲେ ୭୯ତମ ସ୍ୱାଧୀନତା ଦିବସ, ପରେଡ୍‌ରେ ସାମିଲ ହେବେ ୪୮ଟି କଣ୍ଟିଜେଣ୍ଟ

ଶୁକ୍ରବାର ସାରା ଦେଶରେ ପାଳିତ ହେବ ୭୯ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ମହାସମାରୋହରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।…

ଗଠନ ହେବ ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ  ଟେକ୍ନିକାଲ କମିଟି – ନଗର ଉନ୍ନୟନ ମନ୍ତ୍ରୀ

ଓଡ଼ିଶାରେ  ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କରାଯିବ।  ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ  ଟେକ୍ନିକାଲ କମିଟି ଗଠନ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।  ଏହି…

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ

ସ୍ୱାଧୀନତା ଦିବସ ଅବସରରେ  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ।…

ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ କରାଗଲା ‘ଆଇ ଲଭ ଦାରିଙ୍ଗବାଡ଼ି’ ଉଲ୍ଲେଖ ଥିବା ଏକ ସେଲ୍ଫି ପଏଣ୍ଟ

ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ ଓ ପ୍ରଶାସନ। ପ୍ରକାଶ…

ଭାରତ ନିଜର ସ୍ବତନ୍ତ୍ର ବିଦେଶ ନୀତି ନିରୂପଣ କରି କାର୍ଯ୍ୟକାରୀ କରିବା ଉଚିତ – ଆମେରିକା ଅର୍ଥନୀତିଜ୍ଞ

ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ‌କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ ଡିସିରେ ସବୁଠାରୁ ବଡ଼…

ଚିକେନ୍ ଖାଉଥିଲେ ସାବଧାନ, ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ

ଚିକେନ୍ ଖାଉଥିଲେ ସାବଧାନ । ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଆଇଏସ୍‌ସିର ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ ,ବାର୍ଡ ଫ୍ଲୁ ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ…

ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ

ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ ହୋଇଛନ୍ତି। ଅବସର ଚର୍ଚ୍ଚା ଭିତରେ ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସ୍ଥାନକୁ ଉଠିବା ଉଲ୍ଲେଖନୀୟ ରହିଛି। ୨୦୨୫ ଆଇପିଏଲ୍ ଋତୁ ଶେଷ ହେବା ପରଠାରୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳି ନଥିଲେ ମଧ୍ୟ ୩୮ବର୍ଷୀୟ ରୋହିତ…