ହଟ୍ଟଗୋଳ ଭିତରେ ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି
ଠନ୍ ଠନ୍...ଲଣ୍ଠନ...କଟ୍ନି ଛଟ୍ନି... ହାଏ ହାଏ, ଚଳିବ ନାହିଁ...” । ପ୍ରତିଦିନ ପୂର୍ବାହ୍ନରେ ବିଧାନସଭା ଆରମ୍ଭ ସହ ଏମିତି ନାରାବାଜି ଆରମ୍ଭ ହୋଇ ଯାଉଥିଲା । ଗୃହ ମଝିକୁ ଚାଲି ଆସି ପ୍ରତିବାଦ କରୁଥିଲେ ବିରୋଧୀ ଦଳ । ଚାଷୀଙ୍କ ଧାନ ନ ଉଠିବା ଓ ମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ଏମିତି…