Browsing Tag

#metro tv

ସିବିଏସ୍‌ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦେଶାବଳୀ ଅନୁସାରେ, ସିବିଏସ୍‌ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ…

ଆଜିର ରାଶିଫଳ

ମେଷ: ଆପଣଙ୍କର ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ପରିବାର ହେଉଛି ସାମାଜିକ ସଂରଚନାର କେନ୍ଦ୍ରବିନ୍ଦୁ। ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବୃଷ: ସତ୍ୟବାଦିତା ଆପଣଙ୍କୁ ଜୀବନର ଶୀର୍ଷତମ ସୋପାନରେ ପହଞ୍ଚାଇ ଦେବ।…

ଓବାମାଙ୍କୁ ଜେଲ ପଠାଇବେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଜେଲ ପଠାଇବାକୁ ଚାହୁଁଛନ୍ତି କି ? ଏ ପରି କୌଣସି ନିର୍ଦ୍ଦେଶ ଟ୍ରମ୍ପ ଦେଇନଥିଲେ ବି ନିଜ ସୋସିଆଲ ମିଡିଆ (ଟ୍ରୁଥ) ଆକାଉଣ୍ଟରେ ସେ ଏପରି ଏକ ଏଆଇ-ଭିଡିଓ ସେୟାର କରିଛନ୍ତି, ତାହାକୁ ଦେଖିଲେ ମନେହେବ ଯେ ସେ…

ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି

ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି। କ୍ଷେତ କିମ୍ବା ବାଡ଼ିରେ ଉତ୍ପାଦନ ହେଉଥିବା ଏହି ଫଳ ଓ ପନିପରିବାଗୁଡ଼ିକ ଲୋକଙ୍କ ଭୋଜନ ହେବା ପୂର୍ବରୁ ନଷ୍ଟ ହୋଇଯାଉଛି। ତାହାର ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ବୋଲି ନାବ୍‌କନ୍‌ସ ପକ୍ଷରୁ କରାଯାଇଥିବା…

ବାଂଲାଦେଶର ଢାକାରେ ଜେଟ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ବାଂଲାଦେଶର ଢାକାରେ ଜେଟ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । F-7 ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପାଇଲଟଙ୍କୁ ମିସାଇ ୧୬ ଜଣଙ୍କର ମୃତ୍ୟୁ ଏବଂ ୭୦ ଜଣ ଆହତ ହୋଇଛନ୍ତି ।  ଆଜି ଦିନ ପ୍ରାୟ ୧:୩୦ ସମୟରେ ବଂଲାଦେଶର ରାଜଧାନୀ ଢାକାରେ  ଜେଟ୍‌ଟି ଦୁର୍ଘଟଣାଗ୍ରସ୍ତ…

ଭାରତୀୟ ସେନାର ଶକ୍ତି ଦେଖିଥିଲା ସାରା ବିଶ୍ୱ

ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ମୋଦୀ କହିଛନ୍ତି ଚଳିତ ଅଧିବେଶନ ଦେଶ ପାଇଁ ଗର୍ବର ଅଧିବେଶନ । ମୌସୁମୀ ନବସୃଜନ ଏବଂ ନବସୃଜନର ପ୍ରତୀକ । ଆଗାମୀ ଦିନରେ ଦେଶ ଏଥିରୁ ଲାଭ ପାଇବ । ଦେଶରେ ପାଗ ବହୁତ ଭଲ…

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି । ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ  ।  ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଉଛି  । …

ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ରାଗିଂ ଅଭିଯୋଗ , ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ ହଷ୍ଟେଲରେ ରହୁଥିବା ୟୁଜି ପ୍ରଥମ…

ହଟ୍ଟଗୋଳରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ , ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା

ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳରୁ ହିଁ ଆରମ୍ଭ ହୋଇଛି । ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେଇ ସରକାରଙ୍କଠାରୁ ‘ଅପରେସନ ସିନ୍ଦୂର’ ଉପରେ ଉତ୍ତର ରଖିବାକୁ ଦାବି କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦିଅ ନାରା ଦେଇ ସରକାରଙ୍କଚ ଘେରିଛନ୍ତି । ବାଚସ୍ପତି…

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବରୁଣ ଚୌଧୁରୀ। ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଉଦିତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସୂଚନାଯୋଗ୍ୟ, ଥଣ୍ଡା ପାନୀୟରେ ନିଶା ଦେଇ…