Browsing Tag

#metro tv

୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଆହେ ନୀଳଶଇଳ’

ଭାବର ଠାକୁର ସେ । ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି । ଶରଧାରେ କିଛି ଯାଚିଲେ ହାତ ବଢ଼ାଇ ନେଇଯାଆନ୍ତି । ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥ । ଆମ ଇତିହାସ, କଥାକାହଣୀ, ଜନଜୀବନ, ପରମ୍ପରା ସବୁ କିଛି ତାଙ୍କ ବିନା ଅସମ୍ପୂର୍ଣ୍ଣ । ସେଇ…

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଉତ୍ତରବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଜି ଆହୁରି ଘନୀଭୂତ ହୋଇ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ ଲଘୁଚାପ । ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି  ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଲଘୁଚାପ…

ନବପଞ୍ଚମ ରାଜଯୋଗ , ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ କର୍ମଫଳଦାତା କୁହାଯାଏ । ମାନ୍ୟତା ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଶନି ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରି ଥାନ୍ତି । ଶନି ଗ୍ରହ ଅନ୍ୟ ଗ୍ରହ ସହ ଏକାଠି ହେବା ପରେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଗଣନାନୁସାରେ ଏହି…

ହୃଦରୋଗ ସହ ଲଢ଼େଇ କରୁଛି ଭାରତ

ହୃଦରୋଗ ସହ ଲଢ଼େଇ କରୁଛି ଭାରତ । ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି । କେବଳ ବୟସ୍କ ନୁହଁନ୍ତି, କମ୍ ବୟସରେ ହୃଦରୋଗର ଶିକାର ହୋଇ ଜୀବନ ହାରୁଛନ୍ତି ଯୁବପିଢ଼ି । ଆମରି ଆଖି ଆଗରେ ଅନେକ ଯୁବ ସେଲିବ୍ରିଟି ହୃଦଘାତରେ ଜୀବନ ହାରିସାରିଲେଣି । ଆଉ ଯୁବପିଢ଼ି ହୃଦରୋଗର…

ଭାରତୀୟଙ୍କୁ ଦିଅନି ନିଯୁକ୍ତି – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି । ଟ୍ରମ୍ପ ଓ୍ବାଶିଂଟନ ଡିସିରେ ଆୟୋଜିତ ଏଆଇ ସମିଟରେ କହିଛନ୍ତି କି ‘ଆମେରିକାର ସବୁଠାରୁ ବଡ ଟେକ୍ କମ୍ପାନୀମାନେ ଆମ ସ୍ବାଧୀନତାର ଲାଭ…

ଓଡ଼ିଶା ପୋଲିସ ସବ୍ ଇନ୍ସିପେକ୍ଟର ନିଯୁକ୍ତି ମାମଲା: ର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର

ରାଜ୍ୟରେ ଓଡ଼ିଶା ପୋଲିସ ସବ୍ ଇନ୍ସିପେକ୍ଟର ନିଯୁକ୍ତି ମାମଲାରେ ଆସିଲା ବଡ଼ ଖବର । ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ଏନେଇ ହାଇକୋର୍ଟଙ୍କୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି। କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଏହା ଲାଗୁ…

ମୋ ଜୀବନ ବିପଦରେ ଅଛି – ତନୁଶ୍ରୀ ଦତ୍ତ।

ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ନିକଟରେ ସେ କାନ୍ଦି କାନ୍ଦି ଏକ ଭିଡିଓ କରି ତାହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ତାଙ୍କ କହିବାନୁସ‌ାରେ, ୨୦୧୮ ମସିହାର ମିଠୁ ପ୍ରସଙ୍ଗ ପରେ ପରେ ତାଙ୍କୁ ଖୁବ୍‌ ହଇରାଣ କରାଯାଉଛି। ତା‌ଙ୍କ ଜୀବନ ଏବେ…

ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ

ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସାକ୍ଷାତ ସମୟରେ ଗୁରୁବାର ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ଦୁଇ ଦେଶ ମଧ୍ୟରେ…

ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ

ଝାଡ଼ଖଣ୍ଡର ଧାନବାଦ ଜିଲା ଅନ୍ତର୍ଗତ ଜାମୁନିଆ ଅଞ୍ଚଳରେ ଥିବା ଏକ ବେଆଇନ କୋଇଲା ଖଣିରେ ଅତଡ଼ା ଧସିବା ଫଳରେ ୧୨ ଜଣ ଶ୍ରମିକ ଚାପି ହୋଇରହିଛନ୍ତି। ୧୦ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଇଲା ଅତଡ଼ା ତଳେ ଫଶି…

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଥିବାବେଳେ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ଉତ୍ତର…