ଚଳିତ ବର୍ଷର ମହାନବମୀ ଖୁବ୍ ଖାସ୍, ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ
ଚଳିତ ବର୍ଷ ଶାରଦୀୟ ନବରାତ୍ରର ମହାନବମୀ ୧ ଅକ୍ଟୋବର ୨୦୨୫ ବୁଧବାର ପାଳନ କରାଯିବ। ଏହା ନବରାତ୍ରର ଶେଷ ଦିନ। ଏହି ଦିନ କନ୍ୟା ପୂଜା ସହ ନବରାତ୍ରର ପାଠ କରାଯାଏ। ମା’ ଦୁର୍ଗା ଏହି ଦିନ ନିଜର ନବମ ସ୍ୱରୂପ ମା’ସିଦ୍ଧିଦାତ୍ରୀଙ୍କର ପୂଜା ହୋଇଥାଏ । ମା’ଙ୍କ କୃପାରୁ ଏହି ଦିନ ସଭିଁଙ୍କୁ ଶୁଭଫଳ…