ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କଲା ବିସିସିଆଇ
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କଲା ବିସିସିଆଇ। ବିସିସିଆଇ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଟେଷ୍ଟ ଏବଂ ଏକଦିବସୀୟ ସିରିଜ ପାଇଁ ତାର ଦଳ ଘୋଷଣା କରିଛି। ବହୁ-ଦିବସୀୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ ପାଇଁ ପୃଥକ ଦଳ ଘୋଷଣା କରାଯାଇଛି। ଦେବଦତ୍ତ ପାଡିକ୍କଲ ବହୁ-ଦିବସୀୟ ମ୍ୟାଚର…