Browsing Tag

#india

ରାୟପୁର – ଖରିଆର ରୋଡ ରେଳ ଲାଇନ ଦୋହରୀକରଣକୁ ପ୍ରଧାନମନ୍ତ୍ରୀ କଲେ ଉତ୍ସର୍ଗ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର…

ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍‌ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ କରିପାରିବେ । ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ - ଯୋଗଦାନ ରିପୋର୍ଟ, ଅଡିଟ୍‌ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ…

ଟୁ ଜି ଠାରୁ ଆରମ୍ଭ କରି ଏବେ ଫୋର୍‌-ଜି ଓ ଫାଇଭ୍‌-ଜିରେ ପହଞ୍ଚିବା ସହିତ 6-ଜି ଆଡ଼କୁ ଅଗ୍ରସର ହେଉଛି ଭାରତ

ଟୁ ଜି ଠାରୁ ଆରମ୍ଭ କରି ଏବେ ଫୋର୍‌-ଜି ଓ ଫାଇଭ୍‌-ଜିରେ ପହଞ୍ଚିବା ସହିତ 6-ଜି ଆଡ଼କୁ ଅଗ୍ରସର ହେଉଛି ଭାରତ  । ସାର୍ବଜନୀନ ଓ ଶସ୍ତା ଯୋଗାଯୋଗ, ସ୍ୱଦେଶୀ ପ୍ରଯୁକ୍ତି ବିକାଶ, ଦୂରସଞ୍ଚାର ଓ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ବିକଶିତ କରିବା, 6-ଜି ପ୍ରଯୁକ୍ତି ଦିଗରେ ଆଗକୁ ବଢ଼ିବା ଲାଗି…

ଅପରାଧ ନିୟନ୍ତ୍ରଣ ପାଇଁ ଡ୍ରାେନର ସହାୟତା ନେବ ପୋଲିସ

ଭୁବନେଶ୍ବର: ଦିନକୁ ଦିନ ସହରରେ ଅପରାଧର ମାତ୍ରା ବଢ଼ୁଛି । ଭୁବନେଶ୍ବର , କଟକରେ ଜନସଂଖ୍ୟା ବଢ଼ୁଥିବା ବେଳେ ଚୋରି, ଲୁଟ, ଡକାୟତି, ଅପହରଣ, ହତ୍ୟା ଘଟଣା ମଧ୍ୟ ବୃଦ୍ଧିପାଉଛି ଏପରିକି ଅନେକ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାର ସମାଧାନ ପାଇଁ  ଡ୍ରୋନ ପାଟ୍ରୋଲିଙ୍ଗ…

ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଏଥିପାଇଁ  କଂଗ୍ରେସର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ବିରୋଧୀ ନେତାଙ୍କୁ  ନିମନ୍ତ୍ରଣ ପଠାଯାଇଛି ।  ଶପଥ ସମାରୋହ ପାଇଁ ଭବ୍ୟ ଆୟୋଜନ ହୋଇଛି । କାନ୍ତିରାଭା ଷ୍ଟାଡିୟମରେ ବିଜେପି ବିରୋଧୀମାନେ ଏକତ୍ରିତ…

ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ୍ ନେଇ ଦେଶର ଶହେଟି ସ୍ଥାନରେ NIA ଟିମ୍ ଚଢଉ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ  ଏନଆଇଏ ଟିମ୍  ହରିଆଣା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଚଢଉ ଚାଲିଛି । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ  ଟିମ୍ ଚଢଉ କରିଛି ।  ଆତଙ୍କବାଦୀମାନେ  ପାଣ୍ଠିଯୋଗାଡ ପାଇଁ…

ଆସନ୍ତାକାଲିଠୁ ଚାଲିବ ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌

 ଭୁବନେଶ୍ବର: ଆସନ୍ତାକାଲିଠୁ ବହୁ ପ୍ରତିକ୍ଷିତ  ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଭିଡିଓ କନଫରେନସରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ।  ପୁରୀରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।  ‘୨୨୮୯୫/୨୨୮୯୬’…

ବିଜେଡି ନେତାମାନଙ୍କ ନାଁରେ ନାରୀ ନିର୍ଯାତନା ତାଲିକା ଲମ୍ବା: ବିଜେପି

ଭୁବନେଶ୍ୱର : ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି ବୋଲି  ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।  ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛନ୍ତି ବିଜେଡି ନେତା । …

ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ

 ଲକ୍ଷ୍ନୌ: ଆଜି ଯିଏ ଜିତିବ ପ୍ଲେ ଅଫ୍ ପାଇଁ ସେ କ୍ବାଲିଫାଏ କରିବ । ମୁମ୍ବାଇ ଓ ଲକ୍ଷ୍ନୈା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ  ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା  ୨୦ ଓଭରରେ  ୩ ଓ୍ବିକେଟ ହରାଇ ୧୭୭ ରନ କରିଛି। ଫଳରେ ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ ରହିଛି। ଲକ୍ଷ୍ନୈା ପାଇଁ  କୃନାଲ…