Browsing Tag

#india

ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ

ଇମ୍ପାଲ: ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ବିଭିନ୍ନ ଛାତ୍ର ସଂଗଠନ ଦ୍ବାରା ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ଗତରାତିରେ ଆନ୍ଦୋଳନକାରୀମାନେ ଉରିପକ୍‌, ୟେସକୁଲ, ସାଗୋଲବନ୍ଦ୍‌ ଏବଂ ତେରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ…

ବିଶିଷ୍ଟ କୃଷିବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ

ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନଙ୍କ ୯୮ ବର୍ଷ ବୟସରେ  ହୋଇଛି ପରଲୋକ । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା…

ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ

ଅଷ୍ଟ୍ରେଲିଆ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ଦ୍ବିତୀୟ ଦିନିକିଆରେ ନିର୍ଦ୍ଧାରିତ ଓଭର ମଧ୍ୟରେ ଭାରତ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିପାରିଛି । ଶ୍ରେୟସ ଆୟାର ଏବଂ ଗିଲଙ୍କ ଦମଦାର ଶତକ ବଳରେ ଦଳ ଏକ ବିଶାଳ ସ୍କୋର କରିପାରିଛି । ସେପଟେ ରାହୁଲ ଏବଂ ସୂର୍ଯ୍ୟକୁମାର…

ପୂଜାଋତୁ ପାଇଁ  ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌

ଆସୁଛି ପାର୍ବଣ ଋତୁ ।  ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ଆରମ୍ଭ ହେବାକୁ ଯାଉଛି । ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏଥିରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିବାକୁ ଯାଉଛି। ବିଲିୟନ୍‌…

ଭାରତ-କାନାଡା ବାଣିଜ୍ୟ ସମ୍ପର୍କରେ ତିକ୍ତତା

ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବ୍ୟବସାୟରେ ପ୍ରଭାବ ପଡ଼ିବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଖଲିସ୍ତାନକୁ ସମର୍ଥନ କରି କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ…

ମହିଳା ସଂରକ୍ଷଣ ବିଲକୁ ନେଇ ପ୍ରଶଂସା କଲେ କଙ୍ଗନା ରାନାୱତ ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଆଜି ନୂଆ ସଂସଦ ଭବନରେ ଦେଖିବାକୁ ମିଳିଥିଲା । ସେ ମହିଳା ସଂରକ୍ଷଣ ବିଲକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ମୋଦିଙ୍କୁ ପ୍ରଶଂସା କରିଛନ୍ତି ।  ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ସେ ବ୍ୟସ୍ତ ଥିବା କହିଛନ୍ତି ।  ଆଗକୁ ଫିଲ୍ମ…

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ଲୋକସଭା ଓ ବିଧାନ ପରିଷଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ  ଲୋକସଭାରେ ଏକ ବିଲ୍ ଆଗତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ…

କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଆରୋପ ଲଗାଇ କାନାଡା ସରକାର ସୋମବାର ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ନେଇ ଆଦେଶ ଦେଇଥିଲେ । ତେବେ ଏହାର ୨୪ ଘଣ୍ଟା ଭିତରେ ଭାରତ ଯେସାକୁ ତେସା ନୀତି ଆପଣାଇ ସମାନ ଡଙ୍ଗରେ ଜବାବ ଦେଇଛି ।…

ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି

କିଏ ଜିତିବ ମ୍ୟାଚ । ଶ୍ରୀଲଙ୍କା କି ଭାରତ । ଆଜି ମୁକାବିଲା ଚାଲିଛି  । ବର୍ଷା ପାଇଁ ଖେଳ ବିଳମ୍ଭରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ଯାଇଛି । ଗୋଟେ ପରେ ଗୋଟେ ଉଇକେଟ ହରାଇ ଶ୍ରୀଲଙ୍କା ସମସ୍ୟାରେ ପଡିଛି । ଗୋଟିଏ ଓଭରରେ ଚାରିଟି ଉଇକେଟ ନେଇଛନ୍ତି ସିରାଜ । …

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମା- ଅଧିନାୟକ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲ (ଉଇକେଟ ରକ୍ଷକ), ଇଶାନ କିଷନ(ଉଇକେଟ ରକ୍ଷକ), ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର…