Browsing Tag

#india

ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ଭାରତ ଭାଗ୍ୟ ବିଧାତା’

ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ ବବିତା ଆଶିଓ୍ବାଲ ଓ ଆଦି ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ଭାରତ ଭାଗ୍ୟ ବିଧାତା’ ଫିଲ୍ମରେ ସେ ଅଭିନୟ…

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଆଜି ଏନେଇ ବିଧାନସଭାରେ ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ଅଗଷ୍ଟ ୨୨ରୁ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଡ…

ସନ୍ଦୀପ ଘୋଷଙ୍କୁ ବାଜିଲା ଶକ୍ତ ଚାପୁଡ଼ା

ସୋମବାର ଦିନ ସିବିଆଇ ଆରଜି କର ମେଡିକାଲ୍‌ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ, ତାଙ୍କର ଅତିରିକ୍ତ ସୁରକ୍ଷା କର୍ମୀ ଅଫସର ଅଲିଙ୍କ ସମେତ ବିପ୍ଲାବ ସିଂଘ ଓ ସୁମନ ହଜ୍ରା ନାମକ ଅନ୍ୟ ଦୁଇଜଣଙ୍କୁ ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ କରିଛି। ମଙ୍ଗଳବାର ଦିନ…

ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି…

ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବାର୍ଡ-ଫ୍ଲୁ ନେଇ ସନ୍ଦେହ କରାଯାଉଥିବାବେଳେ ନମୁନା ଭୋପାଳ…

ସୁଭଦ୍ରା ଯୋଜନା ପାଇଁ ବିଏମ୍‌ସି ପକ୍ଷରୁ ଆବେଦନପତ୍ର ବା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ

ସୁଭଦ୍ରା ଯୋଜନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆବେଦନପତ୍ର ବା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହାନଗର ନିଗମାଞ୍ଚଳର ୬୬୫ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯିବ। ପ୍ରତି ୱାର୍ଡରେ ଅତି କମ୍‌ରେ ୨ଟି ସ୍ଥାନରେ ଫର୍ମ ବା ଆବେଦନପତ୍ର ଗ୍ରହଣ ପାଇଁ ବ୍ୟବସ୍ଥା…

ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥୂପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ।…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍‌ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍‌ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି।…

ଖୁବ ଶୀଘ୍ର ବିମାନରେ ୱାଇ-ଫାଇ ସୁବିଧା ଆରମ୍ଭ କରିବ ଏୟାର ଇଣ୍ଡିଆ

ଦିଲ୍ଲୀ-ଲଣ୍ଡନ ହେଥ୍ରୋ ରୁଟରେ ଏ୩୫୦ ବିମାନଠାରୁ ଆରମ୍ଭ କରି ଏୟାର ଇଣ୍ଡିଆ ଖୁବ ଶୀଘ୍ର ବିମାନରେ ୱାଇ-ଫାଇ ସୁବିଧା ଆରମ୍ଭ କରିବ। ଟାଟା ଗ୍ରୁପ ମାଲିକାନାର ଏହି ବିମାନ, ଏକ ଉଚ୍ଚକୋଟୀର ରୂପାନ୍ତର ଯାତ୍ରା ଉପରେ, ରବିବାର ଦିନ ଏ୩୫୦-୯୦୦ ବିମାନ ସହିତ ଦିଲ୍ଲୀ ଏବଂ ଲଣ୍ଡନ ହେଥ୍ରୋ ମଧ୍ୟରେ…

ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ।

ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାଙ୍କୁ ସାମିଲ ନ କଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ସୁଭଦ୍ରା ଯୋଜନାର ଏସ୍‌ଓପିକୁ ନେଇ ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଚେତାବନୀ ଦେଇଛନ୍ତି। ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଆ…