ସରକାରୀ ଟେଲିକମ୍ କମ୍ପାନୀ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛି VoWiFi ସର୍ଭିସ୍, ଦୂର ହେବ କଲ୍ ଡ୍ରପ୍ ସମସ୍ୟା
BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । BSNL ସାରା ଭାରତରେ କଲ୍ ଡ୍ରପ୍ ସମସ୍ୟାକୁ ଦୂର କରିଛି । ସରକାରୀ ଟେଲିକମ୍ କମ୍ପାନୀ ଆନୁଷ୍ଠାନିକ ଭାବରେ VoWiFi ସର୍ଭିସ୍ ଆରମ୍ଭ କରିଛି । ଏହି ସେବା ଆରମ୍ଭ ହେବା ସହିତ, ଭାରତ ସଂଚାର ନିଗମ ଲିମିଟେଡ୍ ଅର୍ଥାତ୍ BSNL ନେଟୱାର୍କ ନଥିବା ଅଞ୍ଚଳରେ…