Browsing Tag

#india

ଆସାମ ମୋରିଗାଓଁରେ ଭୂକମ୍ପ

ଆସାମ ମୋରିଗାଓଁରେ ଭୂକମ୍ପ । ରାତି ପ୍ରାୟ ୨ଟା ୨୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ ହୋଇଛି । ୫.୦ ତୀବ୍ରତାର ଭୂକମ୍ପ ଏକ ମଧ୍ୟମ ଧରଣର ଭୂକମ୍ପ । ତେବେ ଆସାମ ଭୂକମ୍ପର କେନ୍ଦ୍ର ସ୍ଥଳ କେଉଁଠି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି…

ପୁଷ୍ପା-୨’କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ ‘ଛାବା

ଫିଲ୍ମ 'ଛାବା'କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ 'ପୁଷ୍ପା-୨'କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ 'ଛାବା'। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 'ଛାବା' ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି। ସୂଚନାନୁସାରେ,…

ଚାମ୍ପିୟନ୍ସ ଟ୍ରଫି – ସେମିଫାଇନାଲ ଟିକେଟ ହାତାଇଲେ ଭାରତ ଏବଂ ନ୍ୟୁଜିଲାଣ୍ଡ

ବାଂଲାଦେଶକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ। ଚାମ୍ପିୟନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ। ଗ୍ରୁପ୍ ଏର ପ୍ରସଙ୍ଗ ସମ୍ପୂର୍ଣ୍ଣ ଜଣାପଡ଼ିଯାଇଛି। କିନ୍ତୁ ଗ୍ରୁପ୍ ବିର ସେମିଫାଇନାଲର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଉ ପାଞ୍ଚଟି ଗ୍ରୁପ୍…

ପ୍ରମୁଖ ଡିଟିଏଚ୍‌ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍‌ଟେଲ୍‌ ଡିଜିଟାଲ୍‌ ଟିଭି ମଧ୍ୟରେ ମିଶ୍ରଣ ହେବ

ଡିଜିଟାଲ୍‌ ପ୍ଲାଟ୍‌ଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବା ପରେ ଚାପରେ ଥିବା ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍‌) କ୍ଷେତ୍ରରେ ଏକ ବଡ଼ ଧରଣର ମିଶ୍ରଣ ହେବାକୁ ଯାଉଛି। ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍‌ଟେଲ୍‌ ଡିଜିଟାଲ୍‌ ଟିଭି ମଧ୍ୟରେ ମିଶ୍ରଣ ହେବ। ଉଭୟ କମ୍ପାନି…

ଭେଟିପାରନ୍ତି ମୋଦି-ୟୁନୁସ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଭେଟିପାରନ୍ତି। ଏହି ବୈଠକ ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ସମ୍ମିଳନୀ ସମୟରେ ହୋଇପାରେ। ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ଶେଖ ହାସିନା…

ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି

ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି  । ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ…

ଆଜି ଜାଗର , ହର ହର ମହାଦେବ ନାରାରେ ପ୍ରକମ୍ପିତ ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ

 ଆଜି ଜାଗର। ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ  ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ସଜେଇ ହୋଇଛି ଲିଙ୍ଗରାଜଙ୍କ ମନ୍ଦିର। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ…

ଆଜି ସରୁଛି ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ

 ଆଜି ସରୁଛି ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ। ଆଜି ଶ୍ରଦ୍ଧାଳୁଙ୍କୁ ଅମୃତ ସ୍ନାନର ଶେଷ ସୁଯୋଗ ମଧ୍ୟ ମିଳିବ । ତେଣୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଖୁବ୍ ଅଧିକ ହେବାର ସମ୍ଭାବନା ରହିଛି ।  ଯେପରି କୌଣସି ଅଘଟ ନଘଟେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ଧ୍ୟାନ…

ଆଜିର ରାଶିଫଳ

ମେ‌ଷ: କାମରେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମର ସଫଳତା ଆପଣଙ୍କ ମନରେ ପ୍ରସନ୍ନତା ଭର୍ତ୍ତି କରିଦେବ। ବୃଷ: ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନବ ବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ବେପାରରେ ଉନ୍ନତି ହେବ।…

ସମ୍ବିତ ପାତ୍ର, ପିତାମ୍ବର ଆଚାର୍ଯ୍ୟ ଏବଂ ମୋହନ ମାଝି ସଙ୍ଗମରେ ପକାଇଲେ ବୁଡ଼

ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସପରିବାର ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ମୋହନ । ଗଙ୍ଗା ପୂଜା କରିବା ସହ ସ୍ନାନ କରିଛନ୍ତି । ଆସନ୍ତାକାଲି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ତିନି ଦିନିଆ…