Browsing Tag

#india

ଏହି ରାଶିମାନଙ୍କର ଭାଗ୍ୟ ୨୦୨୬ରେ ଚମକଦାର ହେବ

ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରେ। ଏହା ଜୀବନ ଉପରେ ଶୁଭ ଏବଂ ଅଶୁଭ ଉଭୟ ପ୍ରଭାବ ପକାଇପାରେ। ୨୦୨୬ ଆରମ୍ଭ ହେବାକୁ ଯାଉଛି। ନୂତନ ବର୍ଷରେ ଗ୍ରହ ସ୍ଥିତି ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ। ଏହି ରାଶିଗୁଡ଼ିକୁ ନୂତନ ବର୍ଷରେ କୌଣସି ଅସୁବିଧାର…

ପାକିସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ

ପାକିସ୍ତାନରେ ୪.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଶନିବାର ସନ୍ଧ୍ୟା ପ୍ରାୟ ୬:୪୪ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦.୧୪ ଉତ୍ତର ଏବଂ ୬୯.୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । କେବେ ଭୂମିକମ୍ପରେ କୌଣସି ମୃତାହତ ରିପୋର୍ଟ ମିଳିନାହିଁ । ଜାତୀୟ…

ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍

ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍। କଲ୍ୟାଣ ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅକ୍ଷୟ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ କୁମାର ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି । ନିଜ ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ ଏବଂ ନିଶା ଠାରୁ ଦୂରେଇ ରୁହନ୍ତୁ…

ଯୁବବର୍ଗ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି

ଆଜିର ଯୁବ ବର୍ଗଙ୍କ ମଧ୍ୟରେ ଖର୍ଚ୍ଚ କରିବାର ଶୈଳୀ ବଦଳିଛି। ପୂର୍ବରୁ କେତେକ ରିପୋର୍ଟରେ ଆସିଥିଲା ଯେ ୟୁଥ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି। ହେଲେ ଏବେ ଆପଣ ଫୋନ, ପୋଷାକ, ମହଙ୍ଗା ଗେଜେଟ କଥା ଭୁଲି ଯାଆନ୍ତୁ। ଏବେକା ଯୁବ ପିଢୀ ସେମାନଙ୍କ ପଇସାକୁ ପୁରା ଅଲଗା ଅଲଗା…

ମହାନଦୀ  ଜଳ ବିବାଦର ସମାଧାନ ପାଇଁ ଆସନ୍ତା ୨୨ ରେ ବସିବ ପ୍ରଥମ ବୈଠକ

ମହାନଦୀ  ଜଳ ବିବାଦର ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତା କରିବେ ଓ କମିଟିର ସଦସ୍ୟ ଏବଂ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି…

ଆଜିର ଦିନରେ ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା

୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଆଜି, ସଂସଦ ଉପରେ ଆକ୍ରମଣର ପୁରିଛି ୨୪ ବର୍ଷ । ଆଜି ବି ବାର୍ଷିକୀରେ ଦେଶ ସେହି ସାହସୀ ସହିଦଙ୍କୁ ମନେ ପକାଉଛି । ଯେଉଁମାନେ ନିଜ…

୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଅନୁମୋଦନ

ଶ୍ରୀମନ୍ଦିର ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ । ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟାରୁ ହେବ ଦ୍ଵାରଫିଟା । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତମାନେ ଗଠନ କରିବେ ସବ୍ କମିଟି । ତିନି ପ୍ରଶାସନ ଓ…

ଶରୀର ପାଇଁ ଅମୃତ ସମାନ କାମ କରେ ଡାଳିମ୍ବ ଜୁସ୍

ସୁସ୍ଥ ଶରୀର ପାଇଁ ଫଳମୂଳ ଖାଇବା ନିହାତି ଜରୁରୀ । ଡାକ୍ତରମାନେ ମଧ୍ୟ ସବୁବେଳେ ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ଫଳମୂଳ ମଧ୍ୟରେ ଡାଳିମ୍ବ ହେଉଛି ବହୁତ ସ୍ୱତନ୍ତ୍ର, କାରଣ ଏହା ଏପରି ଏକ ଫଳ ଯାହା ହିତକର ଗୁଣରେ ଭରପୂର । ବିଶେଷଜ୍ଞଙ୍କ ମତରେ, ଯଦି ପ୍ରତିଦିନ ସକାଳେ ଖାଲି ପେଟରେ…

୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ ଇଣ୍ଡିଗୋ

ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ…

ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର

ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହାଡ଼ଭଙ୍ଗା ଶୀତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ କରାଯାଇଛି ।…