ଗୁଗୁଲ ମ୍ୟାପ ନେଲେ ଷ୍ଟେସନ ମାଷ୍ଟରଙ୍କ ଜୀବନ
ଗ୍ରେଟର ନୋଏଡ଼ାରେ ଗୁଗୁଲ ମ୍ୟାପ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଯିଛି । ଗୁଗୁଲ ମ୍ୟାପକୁ ବିଶ୍ବାସ କରି ଯାତ୍ରା କରୁଥିବା ସମୟରେ ଜଣେ ଷ୍ଟେସନ ମାଷ୍ଟରକଙ୍କ କାର 30 ଫୁଟ ଗଭୀର ଡ଼୍ରେନ ଭିତରକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ…