୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ କଲେ ଆଶାକର୍ମୀ
ତାତିଲେ ଆଶାକର୍ମୀ । ୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ । ଡବଲ ଇଞ୍ଜିନ ସରକାରକୁ କରିଛନ୍ତି ଟାର୍ଗେଟ । ଦାବି ପୂରଣ ନହେବା ଯାଏ ଲୋୟର ପିଏମଜି ନଛାଡିବାକୁ ନିଷ୍ପତ୍ତି ନେଇଛି ସଂଘ ।
ଆଶାକର୍ମୀଙ୍କର ଏପରି ଗର୍ଜନରେ କମ୍ପିଉଠିଛି ରାଜଧାନୀ…