Browsing Tag

#india

ନୀଳଗିରି ରେଞ୍ଜ ଅଧୀନ ସ୍ବର୍ଣ୍ଣଚୂଡ଼ ଡାହିସାହି ନିକଟ ଜଙ୍ଗଲରେ ନିଆଁ , ଜଳି ଗଲା ଶହ ଶହ ଗଛ

ଗ୍ରୀଷ୍ମଋତୁ ଆସୁ ଆସୁ ଡରାଇଲାଣି ବନାଗ୍ନି। ଆରମ୍ଭ କଲାଣି ଗଛଲତା ଗିଳିବା। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲରେ। ଏଠାରେ କୌଣସି କାରଣରୁ ନିଆଁ ଲାଗି ଶହ ଶହ ଗଛ ଜଳିଯାଇଛି। ସୂଚନା ଅନୁସାରେ; ନୀଳଗିରି ରେଞ୍ଜ ଅଧୀନ ସ୍ବର୍ଣ୍ଣଚୂଡ଼ ଡାହିସାହି ନିକଟ ଜଙ୍ଗଲରେ…

କୋରାପୁଟରେ ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା

ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଛି। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା ତଥା ହଲିଉଡ୍‌ରେ କମାଲ କରିଥିବା ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା…

ଫ୍ରିଜରେ ଭାତକୁ ରଖି ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଖାଦ୍ୟ ସର୍ବଦା ସତେଜ ଥିବା ଅବସ୍ଥାରେ ଖାଇବାକୁ ପରାମର୍ଶ ଦିଆଯାଏ । ମାତ୍ର ଅନେକ ସମୟରେ ସମୟ ବଞ୍ଚାଇବାକୁ ଓ ଖାଦ୍ୟ ନଷ୍ଟ ନକରିବା ପାଇଁ ବାସୀ ଖାଦ୍ୟ ମଧ୍ୟ ସେବନ କରି ଥାନ୍ତି । ଏପରି କେତେକ ଖାଦ୍ୟ ରହିଛି, ଯାହାକୁ ବାସି ହେବା ପରେ ଆଦୌ ସେବନ କରିବା ଉଚିତ୍‌ ନୁହେଁ । କାରଣ ତାହା ଶରୀରରେ…

ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି ସରକାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଜୁନ୍‌ରୁ ଚଳିତ ବର୍ଷ ଫେବ୍ରୁ୍ଆରି ଶେଷ ସୁଦ୍ଧା…

ବିଧାନସଭାରେ ଜୟନାରାୟଣ-ତାରା ହାତାହାତି

ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି । କଂଗ୍ରେସ ବିଧାୟତ…

ମରିସସରେ ପହଞ୍ଚିଲେ ମୋଦୀ

ମରିସସରେ ପହଞ୍ଚିଲେ ମୋଦୀ । ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ…

ଆସନ୍ତା ୫ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୫ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ସୋମବାର ବୌଦ୍ଧରେ ସର୍ବାଧିକ…

ଫାଲଗୁଣ ପୂର୍ଣ୍ଣିମାରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବ

ଚଳିତ ବର୍ଷର ପ୍ରଥମ ଗ୍ରହଣ ଫାଲଗୁଣ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣରେ ଚଳିତ ଥର ୧୪ ମାର୍ଚ୍ଚରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳ ୯ଟା ୨୭ ମିନିଟ୍‌ରୁ ଦିନ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଗ୍ରହଣ ସମୟ ଥିବା ବେଳେ ମୋଟ୍‌ ୬ ଘଣ୍ଟା ୩ ମିନିଟ୍‌ ଏହାର ସମୟ ରହିଛି।…

ଅବସର ଗୁଜବ ମିଛ – ରବିନ୍ଦ୍ର ଜାଡେଜା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଏକଦିବସୀୟ ଫର୍ମାଟରୁ ଅବସର ନେବାର ଗୁଜବ ଶୀର୍ଷରେ ଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ରବିନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ,…

ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କଲେ ନୀତା ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଫିଟନେଟ ଚର୍ଚ୍ଚାରେ ରହିଆସିଛି। ଆନ୍ତର୍ଜାତୀୟ ମହିଳା ଦିବସରେ ସେ ତାଙ୍କ ଫିଟନେସକୁ ନେଇ ଆଲୋଚନା କରିବା ସହିତ ସମସ୍ତ ବୟସର ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ। ୫୦ ଏବଂ ୬୦ ବର୍ଷ ବୟସରେ…