Browsing Tag

#india

ଆମେରିକା ଷ୍ଟକ୍ ବଜାରରେ ଝଡ଼, କମ୍ପାନିଗୁଡ଼ିକର ମୂଲ୍ୟ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି

ଗତକାଲି ଆମେରିକା ଷ୍ଟକ୍ ବଜାରରେ ଯେଉଁ ଝଡ଼ ଉଠିଥିଲା ତାହା ବିଭିନ୍ନ କମ୍ପାନିର ବଜାର ପୁଞ୍ଜିରୁ କୋଟି କୋଟି ଡଲାର ଉଡ଼ାଇ ନେଇଛି। ଗୋଟିଏ ଦିନରେ ସେଠାରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୂଲ୍ୟ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି। ତାହା ବମ୍ବେ ଷ୍ଟକ୍ ବଜାରର ମୋଟ ମୂଲ୍ୟଠାରୁ…

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା, ପ୍ରଶ୍ନକାଳକୁ ବୟକଟ୍ କଲେ ଗଣମାଧ୍ୟମ ପ୍ରତିନିଧି

ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ବିଧାନସଭା ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗତକାଲିର ଘଟଣା ପରେ, ବୁଧବାର ସାମ୍ବାଦିକମାନେ ଯେତେବେଳେ ବିଧାନସଭା ପ୍ରଶ୍ନକାଳକୁ ପ୍ରସାରଣ…

57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗଦେବେ ମୋଦି

ଆଜି ମରିସସର 57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପିଏମ ମୋଦି । ଏହା ସହିତ, ଭାରତୀୟ ନୌସେନା ଜାହାଜ ସହିତ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମରିସସ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

ନରେନ୍ଦ୍ର ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଆଣ୍ଡ କି ଅଫ୍‌…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଆଣ୍ଡ କି ଅଫ୍‌ ଦ ଇଣ୍ଡିଆନ ଓସେନ୍‌’ ପ୍ରଦାନ ଲାଗି ଘୋଷଣା କରାଯାଇଛି। ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚଦ୍ର ରାମଗୁଲାମ ମଙ୍ଗଳବାର ମୋଦୀଙ୍କୁ ଏହି ସମ୍ମାନ…

ମଙ୍ଗଳବାର ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଇଛି

ଚୈତ୍ର ଯେତିକି ପାଖେଇ ଆସୁଛି ରାଜ୍ୟରେ ଖରାର ପ୍ରକୋପ ସେତିକି ପ୍ରଖର ହେଉଛି। ଡହ ଡହ ଖରା ଦେହମୁଣ୍ଡ ଜାଳି ପକାଉଛି। ମଙ୍ଗଳବାର ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଇଛି। ୩୫ ଡିଗ୍ରୀ ଉପରେ ରହିଛି ୨୬ ସହରର ତାପମାତ୍ରା। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨ରୁ ୩…

କେଉଁ ରାଶି ପାଇଁ କେଉଁ ରଙ୍ଗ

ହିନ୍ଦୁ ଧର୍ମରେ ହୋଲି ପର୍ବର ଏକ ବିଶେଷ ମାନ୍ୟତା ରହିଛି । ଏହାକୁ ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏହାକୁ ଏକତା ଓ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ରଙ୍ଗ ଖେଳି ଲୋକେ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଥାନ୍ତି । ତେବେ ଜ୍ୟୋତିଷ…

ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ବିବାହ କଲେ ପୂର୍ବତନ ସାଂସଦ ଅନୁଭବ ମହାନ୍ତି

ଓଡ଼ିଆ ଫିଲ୍ମର ସୁପର୍‌ଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି  ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ବିବାହ କରିଛନ୍ତି।  ଗତକାଲି  ସଂଧ୍ୟାରେ ଉଭୟ ପରିବାରର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଗହଣରେ ଦିଲ୍ଲୀ ତେଜରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ସଂପନ୍ନ ହୋଇଛି ଏହି ବହୁ ଚର୍ଚ୍ଚିତ…

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ , ଜିଅନ୍ତା ଜିଳିଗଲେ 3 ଜଣ

ବସ୍ତିରେ ଭୟଙ୍କର ବିସ୍ଫୋରଣ । ସିଲିଣ୍ଡର ଫାଟିବାରୁ ରାଜଧାନୀର ଛାତି ଉପରେ ଥିବା ଏକ ବସ୍ତିରେ ବଡଧରଣର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ବସ୍ତି । ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ ଘରଦ୍ବାରା ଜଳିପୋଡି ସବୁ ଛାରଖାର ହେଇ ଯାଇଛି । ଏଥିସହ ନିଆଁରେ…

ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍, ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ…

ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ବେଲୁଚିସ୍ତାନ ମୁକ୍ତି ବାହିନୀ ଦାବି କରିଛି ଯେ ମୋଟ ୧୮୨ ଜଣଙ୍କୁ ମୁଣ୍ଡଜାମିନ ରଖାଯାଇଛି । ଏହା ସହିତ ୧୧ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଏଲଏ ଲଢୁଆ ମାନେ ଏକ…

ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ, 2 ଛୁଆଙ୍କୁ ମାରିବା ଜୀବନ ହାରିଲେ ସ୍ବାମୀ – ସ୍ତ୍ରୀ

ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ। ଦୈନନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟ ହେବାରୁ ଜୀବନ ହାରିଲେ ଦମ୍ପତି। ପ୍ରଥମେ ନିଜ ପୁଅ-ଝିଅଙ୍କ ଗଳା ଚିପି ହତ୍ୟା କରିବା ପରେ ସ୍ବାମୀ-ସ୍ତ୍ରୀ ଜୀବନ ହାରିଥିବା ଜଣାଯାଇଛି। ଏନେଇ ଖବର ମିଳିବା ପରେ ପୁଲିସ ୪ଟି ମୃତଦେହ ଜବତ କରିଛି। ମୃତକଙ୍କମାନେ…