19 ରୁ 20 ତାଣ୍ଡବ ରଚିବ କାଳବୈଶାଖୀ
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତ କିଛି ଦିନ ହେଲା ରାଜ୍ୟର କିଛି ଅଞ୍ଚଳ ଯେମିତି ତତଲା କଡେଇରେ ସିଝୁଛି । ବୌଦ୍ଧରୁ ଆରମ୍ଭ କରି ଟିଟିଲାଗଡ଼ ସବୁଠି ତାତିକୁ ନେଇ କଲବଲ ଲୋକେ । ଲଗାତାର ଦୁଇ ଦିନ ଧରି ବୌଦ୍ଧ ସହର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଗତକାଲି ଦେଶର…