ପ୍ରତିଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆରମ୍ଭ ହେବ ନୂଆ ପୁରୀ-କୋରାପୁଟ ଟ୍ରେନ୍
ଓଡ଼ିଶାରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ୬ ଜୁଲାଇ ୨୦୨୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ଦୁଇଟି ପ୍ରମୁଖ ରେଳ ସେବାର ଶୁଭାରମ୍ଭ କରିବେ । ଏହି ନୂତନ ସେବା ଦ୍ୱାରା ରାଜ୍ୟର…