Browsing Tag

#india

ଏହି ଘରୋଇ ଫେସପ୍ୟାକକୁ ବ୍ୟବହାର କରି ପାଆନ୍ତୁ କୋମଳ ତ୍ୱଚା

ଆଜିକାଲି ସମସ୍ତେ ମେକଅପ୍ ବିନା ମଧ୍ୟ ଚମକଦାର ଏବଂ କୋମଳ ତ୍ୱଚା ପାଇବାକୁ ଚାହିଁଥାଆନ୍ତି। ତଥାପି ପ୍ରଦୂଷଣ, ଏବଂ ସୂର୍ଯ୍ୟର ପ୍ରଖର କିରଣ ତ୍ୱଚାରେ ମଳିନତା ସୃଷ୍ଟି କରିଥାଏ। ଏପରି ସ୍ଥିତିରେ ଘରୋଇ ଉପଚାର ହେଉଛି  ସବୁଠାରୁ ସୁରକ୍ଷିତ ବିକଳ୍ପ। ଯଦି ଆପଣ ଲେମ୍ବୁ, ଗ୍ଲିସେରିନ୍ ଏବଂ ଗୋଲାପ…

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ବାଷ୍ଟିଅନ୍ ରେଷ୍ଟୁରାଣ୍ଟ ସହିତ ଜଡିତ ଆର୍ଥିକ କାରବାର ଏବଂ କଥିତ ଟିକସ ଅନିୟମିତତାର ତଦନ୍ତ ଲାଗି ସେମାନଙ୍କ ମୁମ୍ବାଇ ଘର ଉପରେ ଚଢାଉ କରିଛି ଆୟକର ବିଭାଗ । ଶିଳ୍ପା ସେଟ୍ଟୀଙ୍କ ଘର ଏବଂ ତାଙ୍କ…

ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

ଚାଷୀ ସମସ୍ୟାର ସମାଧାନ କରି ସେମାନଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ, ହାତକୁ ହାତ ମିଳାଇ କାର୍ଯ୍ୟ କରିବ ବିଜେପି କୃଷକ ମୋର୍ଚ୍ଚା। ଚାଷୀଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଯୋଜନା…

ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଲଗାଇବା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ବିକ୍ଷୋଭ

ଆଜି ଭୁବନେଶ୍ୱର ଠାରେ ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୦ ଟଙ୍କା ପର୍ଯ୍ୟନ୍ତ ଯାଇ ପାରେ

 ଆମେରିକୀୟ ଡଲାର ତୁଳନାରେ ଭାରତର ଟଙ୍କା ଲଗାତାର ଦୁର୍ବଳ ହେବାରେ ଲାଗିଛି। ଏଣୁ ନିବେଶକ ଓ ସେୟାର ବଜାର ଉଭୟ ଏବେ ଚାପରେ । ମଙ୍ଗଳବାର ଡଲାର ତୁଳନାର ଟଙ୍କାର ମୂଲ୍ୟ ୯୧ ଟଙ୍କାକୁ ପହଞ୍ଚିଥିଲା, ତେବେ ବୁଧବାର ଏଥିରେ ମାମୁଲି ସୁଧାର ଦେଖାଯାଇଛି। ଏଥିରେ ମାର୍କେଟ୍ ଏକ୍ସପର୍ଟ ତଥା ‘ସେନ୍ସ…

ଗଣ୍ଠି ଯନ୍ତଣାରୁ ମୁକ୍ତି ଦିଏ କ୍ଷୀର ଏବଂ ଗୁଡ଼

ପ୍ରାଚୀନ କାଳରୁ କ୍ଷୀର ଏବଂ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ ବୋଲି ବିବେଚନା କରାଯାଏ । ଶୀତ ଋତୁରେ ଲୋକମାନେ ବହୁତ ଉତ୍ସାହର ସହିତ ଗୁଡ଼ ଖାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି କ୍ଷୀର ସହ ଗୁଡ଼ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ବହୁତ…

କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲ , ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ । ରୁଦ୍ର ନାରାୟଣ ମିଶ୍ରକୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟାଙ୍କ ଦାସଙ୍କ ଗତକାଲି ତାଙ୍କ ପୁରୁଷ…

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା: ସୂର୍ଯ୍ୟକୁମାର ଗୋଟିଏ ସ୍ଥାନ ତଳକୁ ଖସି ୧୦ତମ ସ୍ଥାନରେ ରହିଛନ୍ତି

ଭାରତୀୟ ଟ୍ବେଣ୍ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗତ କିଛି ମାସ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଉକ୍ତ ପ୍ରଦର୍ଶନ ତାଙ୍କ କ୍ୟାରିୟର ମାନ୍ୟତା ଉପରେ ପ୍ରଭାବ ପକାଇଛି। ୪ ବର୍ଷ ପରେ ସୂର୍ଯ୍ୟକୁମାର ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତାର ୧୦ମ ସ୍ଥାନକୁ ଖସି ଆସିଛନ୍ତି। ଆଇସିସି…

ଶୀତ ସାଙ୍ଗକୁ ଘନ କୁହୁଡି, ସାଧାରଣ ଜନ ଜୀବନ ପ୍ରଭାବିତ

ରାଜ୍ୟରେ ଶୀତ  ସାଙ୍ଗକୁ ଘନ କୁହୁଡି । କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଛି । ଦାମନଯୋଡିରେ ଆଜି ତାପମାତ୍ରା ୨.୯ ଡ଼ିଗ୍ରୀ ରହିଥିବା ବେଳେ ଲମତାପୁଟରେ ୪.୩ ଏବଂ ନନ୍ଦପୁର ଅଞ୍ଚଳ ରେ…

ଆଜିର ରାଶିଫଳ

ମେଷ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଯାହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାହାରି ସହିତ ଅଯଥାରେ ଥଟ୍ଟା ତମାସା କରନ୍ତୁ ନାହିଁ। ନିଜ ଭୁଲରୁ ଶିଖିକରି ଆଗକୁ ବଢ଼ିବାର ପ୍ରେରଣା ପାଇବେ। ବୃଷ: କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ତା’ ସମ୍ବନ୍ଧରେ ସର୍ବ ପ୍ରଥମେ…