ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି,ବେଦି ନିର୍ମାଣ କାର୍ଯ୍ୟ ଆରମ୍ଭ
ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି। ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ୨୦୪ ଜଣ ନିର୍ମାଣ ସେବକଙ୍କ ସହ ୩୬ ଜଣ ଚିତ୍ରକାର ତିନିରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ବେଦି ନିର୍ମାଣ ଆରମ୍ଭ ହୋଇଛି। ତିନିରଥର ବେଦି ସିଂହାସନ ପ୍ରସ୍ତୁତି ପାଇଁ ମହାରଣା ସେବକ…