Browsing Tag

#india

ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ ହୋଇଛି । ପୂର୍ବ ସରକାର…

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ଶାହଦରା ଜିଲ୍ଲାର ଆନନ୍ଦ ବିହାର ଅଞ୍ଚଳରେ ଅବସ୍ଥିତ କସମସ୍ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାର ଖବର ପାଇବା ପରେ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପରେ କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ୨ଘଣ୍ଟାର ଅକ୍ଳାନ୍ତ…

ରକ୍ଷା ବନ୍ଧନରେ କୁନି ଶିଶୁର ଅନୁରୋଧକୁ ରକ୍ଷା କଲେ ପ୍ରଧାନମନ୍ତ୍ର

ଶନିବାର ସାରା ଦେଶରେ ରକ୍ଷା ବନ୍ଧନ ପର୍ବକୁ ଖୁବ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀର ୭ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବିଭିନ୍ନ ସ୍କୁଲର…

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୭ଜଣଙ୍କ ମୃତ୍ୟୁ

ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍‍, ରିଙ୍ଗ ରୋଡ୍‍, ଜିଟି କର୍ଣ୍ଣାଲ୍‍ ରୋଡ୍‍, ରୋହିଣୀ,…

ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି

କଥା ଦେଇ କଥା ରଖିଛନ୍ତି ମୋହନ ସରକାର । ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି । କୋରାପୁଟର ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ୧କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ…

ରୁଷ ଆମେରିକା ଆଲୋଚନାକୁ ଭାରତର ସ୍ବାଗତ

ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଯୁଦ୍ଧ ଶେଷ ହେବାର ରାସ୍ତା…

ପଞ୍ଚମ ଓଡ଼ିଶା କୁଇନ ର ବ୍ରାଣ୍ଡ ଆମ୍ବାସଡ଼ର ଅର୍ଚ୍ଚିତା

ଓଡ଼ିଶା କୁଇନ୍ କଲ୍‌ଚରାଲ୍‌ ଫେଷ୍ଟ ଇଭେଣ୍ଟ ଓ ଆର୍‌ ଆର୍‌ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍‌ସ ଆୟୋଜିତ ପଞ୍ଚମ ‘ଓଡ଼ିଶା କୁଇନ୍’ର ଅଡିସନ୍ ଆଗାମୀ ୧୭ ତାରିଖରୁ ବ୍ରହ୍ମପୁରରୁ ଆରମ୍ଭ ହେଉଛି। ତା’ପରେ କଟକରେ ଅଡିସନ୍ ୨୪ ତାରିଖରେ ଓ ଭୁବନେଶ୍ବରରେ ଶେଷ ଅଡିସନ୍ ସେପ୍‌ଟେମ୍ବର ୧୨ରେ ଅନୁଷ୍ଠିତ…

ଟ୍ରେନ ଭଡ଼ାରେ 20 ପ୍ରତିଶତ ରିହାତି

ପାର୍ବଣ ସମୟରେ ଯାତ୍ରୀଙ୍କ ଯିବାଆସିବା ଭିଡକୁ ଦେଖି ରେଳ ମନ୍ତ୍ରାଳୟ ଶନିବାର ଏକ ବଡ଼ ଘୋଷଣା କରିଛି। ଏହି ଘୋଷଣା ଅଧୀନରେ ଅକ୍ଟୋବର ୧୩ରୁ ଅକ୍ଟୋବର ୨୬ ମଧ୍ୟରେ ଯାତ୍ରା କରୁଥିବା ଏବଂ ନଭେମ୍ବର ୧୭ ରୁ ଡିସେମ୍ବର ୧ ମଧ୍ୟରେ ସମାନ ଟ୍ରେନରେ ଫେରିବା ଯାତ୍ରୀମାନଙ୍କୁ ଫେରିବା ଟିକେଟ ଭଡ଼ା…

ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ସବୁଠାରୁ ବଡ଼ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ

ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ସବୁଠାରୁ ବଡ଼ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଜିମ୍ବାଓ୍ବେକୁ ଗୋଟିଏ ପାଳି ଓ ୩୫୯ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ସହିତ ୨ ଟିକିଆ ଟେଷ୍ଟ ସିରିଜକୁ ୨-୦ରେ ହାତେଇଛି ନ୍ୟୁଜିଲାଣ୍ଡ । ସ୍ଥାନୀୟ କ୍ବିନ୍ସ  …

ରାଖି ପିନ୍ଧିଲେ ଚତୁଦ୍ଧାମୂର୍ତ୍ତି

ଆଜି ପବିତ୍ର ରାଖିପୂର୍ଣ୍ଣିମା । ଏହା ସହ  ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ପ୍ରତି ଘରେ ଭଉଣୀମାନେ ଭାଇ ହାତରେ ରାଖି ବାନ୍ଧି ସୁଖ ମନାସିଛନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରାଖି ପିନ୍ଧିଛନ୍ତି ଚତୁଦ୍ଧାମୂର୍ତ୍ତି।  ଗହ୍ମା…