ଫିଫା ବିଶ୍ୱକପ୍ ୨୦୨୬, ୯୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଫିଫା ରାଙ୍କିଙ୍ଗର ଶୀର୍ଷ ଚାରି ଦଳ
ଫିଫା ବିଶ୍ୱକପ୍ ୨୦୨୬ ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି । ୯୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଫିଫା ରାଙ୍କିଙ୍ଗର ଶୀର୍ଷ ଚାରି ଦଳ – ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍ ଏବଂ ଇଂଲଣ୍ଡ ଏକାଠି ସେମିଫାଇନାଲରେ ପହଞ୍ଚିଛନ୍ତି ।
କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ୨-୦ ଗୋଲରେ…