Browsing Tag

#india

ଆଜିର ରାଶିଫଳ

ମେଷ:-ସବୁ କଷ୍ଟ ନିବାରଣ ହେବ। ଘରୋଇ ଉଦ୍ୟୋଗରେ ଭଲ ସୁଯୋଗ ମିଳିପାରେ। ବୈବାହିକ ଜୀବନ ଖୁସି ଭରା ରହିବ। କବିମାନଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଘରକୁ ନୂଆ ବନ୍ଧୁ ଆସିବେ। ବୃଷ:-ଦିନଟି ଉତ୍ସାହ ଭରା ରହିବ। ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।…

ବୃଦ୍ଧି ପାଉଛି ‘ଲୋକା ଚାପ୍ଟର ୧’ର ରୋଜଗାର

ଏହି ସମୟରେ ଅନେକ ଫିଲ୍ମ ଥିଲେ ମଧ୍ୟ 'ଲୋକା ଚାପ୍ଟର ୧'ର ରୋଜଗାରରେ କୌଣସି ପାର୍ଥକ୍ୟ ପଡିନାହିଁ। ମାତ୍ର ୩୦ କୋଟିରେ ନିର୍ମିତ ଏହି ଫିଲ୍ମ ଏପର୍ଯ୍ୟନ୍ତ ଏତେ ରୋଜଗାର କରିଛି ଯେ ବଡ଼ ବଡ଼ ଫିଲ୍ମ ମଧ୍ୟ ସେଠାରେ ପହଞ୍ଚି ପାରି ନାହିଁ। ଆଜି ବକ୍ସ ଅଫିସରେ ଫିଲ୍ମର ୧୮ତମ ଦିନ ଏବଂ ତୃତୀୟ…

୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ସୋମବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସୂଚନା ଦେଇଛନ୍ତି। ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ମୁଖମନ୍ତ୍ରୀ କହିଛନ୍ତି। ସରକାରୀ ପଦବୀରେ ୩୦ ହଜାର ଯୋଗ୍ୟ…

୫ ଟଙ୍କାର ଚିପ୍ସ, ବିସ୍କୁଟ, ୧୦ ଟଙ୍କାର ସାବୁନ ଓ ୨୦ ଟଙ୍କାର ଟୁଥପେଷ୍ଟର ଦାମ ଅପରିବର୍ତ୍ତିତ ରହିବ

କେନ୍ଦ୍ର ସରକାର ଜିଏସଟି ସଂସ୍କାରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି, ଯାହା ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷକୁ ଶସ୍ତା କରିବ। ଜିଏସଟି କାଉନସିଲ ଅନେକ ଜିନିଷରେ ଟିକସ ହାର ହ୍ରାସ କରି ୫% ଓ ୧୮% ଦୁଇଟି ଟିକସ ହାରକୁ ଅନୁମୋଦନ କରିଛି। ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ।…

ତୁରନ୍ତ ଔଷଧ ଦର ସଂଶୋଧନ କର

ଔଷଧ ଓ ମେଡିକାଲ ଉପକରଣ ନିର୍ମାତାଙ୍କୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଏସ୍‌ଟି ହ୍ରାସ ଯେଭଳି ସେପ୍ଟେମ୍ବର ୨୨ରୁ ପ୍ରତିଫଳିତ ହେବ ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ସଂଶୋଧନ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଜିଏସ୍‌ଟି…

ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ

ଆସାମରେ ଆଜି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି।  ଅପରାହ୍ଣ ୪ଟା ୪୧ ମିନିଟ୍‌ରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର ଉଦଲଗୁରୀ ଜିଲ୍ଲାର ଖାରୁପେଟିଆ ନିକଟରେ ଥିଲା। ଏହାର ଗଭୀରତା ଭୂପୃଷ୍ଠରୁ ମାତ୍ର ୫ କିଲୋମିଟର ତଳେ ରହିଥିବା ଜାତୀୟ ଭୂ-ବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି।…

ଏସିଆ କପ୍‌- ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲେ ଭାରତ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍‌ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ…

ଅକ୍ଟୋବର ଆସିଲେ ମନରେ ବାତ୍ୟା ଛନକା

ଅକ୍ଟୋବର ଆସିଲେ ମନରେ ଛନକା ପଶେ। ‘ବାତ୍ୟା’ ଆସି ସବୁ ଛାର୍‌ଖାର୍‌ କରିଦେବ ବୋଲି ଶଙ୍କା ହୁଏ। ତେବେ ପାଣିପାଗ ବିଜ୍ଞାନୀମାନେ ଏନେଇ ଆଶ୍ବସ୍ତ ରହିବାକୁ କହିଛନ୍ତି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏବେ ଯାଏଁ ବାତ୍ୟାର କୌଣସି ସୂଚନା ମିଳିନାହିଁ। ଅକ୍ଟୋବରରୁ…

ଅନେକ ଔଷଧୀୟ ଗୁଣରେ ଭରପୂର ମସୁର ଡାଲି

ବର୍ତ୍ତମାନର ସମୟ ଏମିତି ହେଲାଣି ଯେ ଘରେ ଘରେ ରୋଗୀଙ୍କ ସଂଖ୍ୟା ବଢ଼ିଲାଣି । ଛୋଟ ଛୋଟ ସମସ୍ୟାରୁ ଆରମ୍ଭ ଏହି ରୋଗ କେବେ ଡାଏବେଟିସ୍ , ଗ୍ୟାଷ୍ଟ୍ରିକ୍ , ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ସମସ୍ୟାର ରୂପ ନେଉଛି ତାହା ଜାଣିବା କଷ୍ଟକର । ତେବେ ପ୍ରତିଦିନର ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ଆଣିଲେ…

ମେକ୍‌ ଇନ୍‌ ଇଣ୍ଡିଆ ପ୍ରଭାବରେ କମ୍ପାନିଙ୍କ ଆମଦାନି ବିଲ୍‌ କମିଛି

ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଯୋଜନା ଚଳାଇଛି। ଏଥିପାଇଁ ସରକାର ମେକ୍‌ ଇନ୍‌ ଇଣ୍ଡିଆ ସ୍ଲୋଗାନ ଦେବା ସହିତ ପିଏଲ୍‌ଆଇ( ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା) କାର୍ଯ୍ୟକାରୀ କରିଛନ୍ତି। ଏହାଫଳରେ ଦେଶରେ ଅଟୋମୋବାଇଲ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ…