Browsing Tag

#india

ଅକ୍ଟୋବରରେ ଶୁକ୍ର ଗ୍ରହ ଚଳନ କରି କନ୍ୟା ରାଶିରେ ଚଳନ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଧନ, ବୈଭବ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ବୋଲି କୁହାଯାଏ । ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ୯ ଅକ୍ଟୋବରରେ ଶୁକ୍ର ଗ୍ରହ ଚଳନ କରି କନ୍ୟା ରାଶିରେ ଚଳନ କରିବେ । ଏହି ଚଳନ…

ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !

ଦିଲ୍ଲୀପ ନାୟକ  ନିମାପଡ଼ା ଆସନରେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଥିଲେ। ଏହାପୂର୍ବରୁ ସେ କଟକ ଜିଲ୍ଲାରେ ବିଜେଡିର ନେତା ଭାବେ ପରିଚିତ ଥିଲେ। ୨୦୨୪ ଏପ୍ରିଲରେ ଦିଲ୍ଲୀପ ନାୟକ ଶତାଧିକ ଭାଜପା କର୍ମକର୍ତ୍ତାଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା…

ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟରେ…

ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ

ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସୁନାମି ସତର୍କତା ଜାରି ହୋଇଛି। କାମଚଟକା ଦ୍ୱୀପ ନିକଟରେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପ ବାସିନ୍ଦାଙ୍କୁ ଭୟଭୀତ କରିଛି। ଭୂକମ୍ପର ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏଥିରେ ଫର୍ଣ୍ଣିଚର,…

ଆଗକୁ ଦଶହରା , ହେଲେ ଡରାଇଲାଣି ଲଘୁଚାପ ବର୍ଷା

ଆଗକୁ ଦଶହରା। ହେଲେ ଡରାଇଲାଣି ଲଘୁଚାପ ବର୍ଷା। ଆସନ୍ତା ୨୫ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର…

ପରଲୋକ ରେ ତାମିଲ ହାସ୍ୟାଭିନେତା ରୋବୋ ଶଙ୍କର

ତାମିଲ ଅଭିନେତା ତଥା ହାସ୍ୟାଭିନେତା ରୋବୋ ଶଙ୍କରଙ୍କ ଗତ ଗୁରୁବାର ଚେନ୍ନାଇରେ ପରଲୋକ ହୋଇଛି।  ମାତ୍ର ୪୬ବର୍ଷ ବୟସରେ ରୋବୋଙ୍କ ହଠାତ ଏପରି ମୃତ୍ୟୁ ଖବରକୁ ଅଭିନେତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।ହସ୍ପିଟାଲ୍ ବିବୃତ୍ତିରେ କୁହାଯାଇଛି ଯେ, ‘ଶଙ୍କରଙ୍କୁ  …

ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନର ଗୃହ କାର୍ଯ୍ୟ। ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘେ‌ାଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲାଗ କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ।…

ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ଜିରା

ବର୍ତ୍ତମାନ ସମୟରେ ଘର ଘରର ସମସ୍ୟା କହିଲେ ମେଦବହୁଳତା ନହେଲେ ଚୁଟି ଝଡ଼ିବା । କିଏ ପତଳା ଥିଲେ ତାଙ୍କୁ ପଚରାଯାଉଛି ଯେ କ’ଣ ଖାଉଛ ଯେ ଏତେ ପତଳା ଅଛ । ନହେଲେ ଚୁଟି ଲମ୍ବା ଥିଲେ ପ୍ରଶ୍ନ ଆସେ ଆରେ ବାଃ ତୁମ ଚୁଟି ତ ବହୁତ ଲମ୍ବା କେଉଁ ତେଲ ଲଗାଉଛ ଇତ୍ୟାଦି , ଇତ୍ୟାଦି । ଏହାର ଅର୍ଥ ସବୁ…

ଏସିଆ କପ -ଚଳିତ ମାସ 21 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା

ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ  ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।…

ଆଜିର ରାଶିଫଳ

ମେଷ:-କାର୍ଯ୍ୟକ୍ଷେତ୍ରରେ କାମର ବୋଝ ଅଧିକ ରହିବ। ଆପଣଙ୍କ କ୍ୟାରିୟରରେ ପ୍ରଗତିର ଯୋଗ ଅଛି। କୌଣସି ସଂପତ୍ତିକୁ ନେଇ ଅଧିକ ଯାତୟାତ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। ବୃଷ:-କୌଣସି କାମରେ ବିଦେଶ ଯିବାର ସୁଯୋଗ ଆସିବ।…