Astrology/Vastu ଆଜିର ରାଶିଫଳ Metro TV Odisha Sep 27, 2025 ମେଷ: ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ। ବୃଷ: ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସବୁ ଲୋକ ଆପଣଙ୍କ…
World ଗିରଫ ହେଲେ ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ Metro TV Odisha Sep 26, 2025 ଲଦାଖର ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଲଦାଖରେ ସମ୍ପ୍ରତି ଘଟିଥିବା ହିଂସା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହା ଫଳରେ ଚାରି ଜଣଙ୍କର ମୃତ୍ୟୁ ଏବଂ ୮୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ହିଂସା ପାଇଁ…
Sports ପ୍ରଥମ ଥର ପାଇଁ ଏସିଆ କପର ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ Metro TV Odisha Sep 26, 2025 ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହା ପରେ ଏପର୍ଯ୍ୟନ୍ତ ଏସିଆ କପର ୧୭ଟି ସିଜିନ୍ ଅନୁଷ୍ଠିତ ହୋଇସାରିଛି। ୧୯୮୪ ରୁ ୨୦୨୫ ମଧ୍ୟରେ ୪୧ ବର୍ଷର ବ୍ୟବଧାନ ରହିଛି। କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର…
Culture ଆଜି ନବରାତ୍ରିର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା ଦୁର୍ଗା Metro TV Odisha Sep 26, 2025 ଆଜି ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ । ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ…
World ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରି ୟୁକ୍ରେନ ନୀତି ବିଷୟରେ ସ୍ପଷ୍ଟୀକରଣ ମାଗିଛନ୍ତି Metro TV Odisha Sep 26, 2025 ନାଟୋ ମହାସଚିବ ମାର୍କ ରୁଟେ ଦାବି କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଲଗାଇଥିବା ଟାରିଫ୍ ରୁଷିଆ ଉପରେ ପରୋକ୍ଷ ପ୍ରଭାବ ପକାଉଛି। ରୁଟେ କହିଛନ୍ତି, ଏହି ଟାରିଫ୍ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…
Entertainment ‘ଅମର ସିଂ ଚମକିଲା’ ଏମି ପୁରସ୍କାର ୨୦୨୫ ପୁରସ୍କାର ପାଇଁ ମନୋନୀତ Metro TV Odisha Sep 26, 2025 ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ବିଶ୍ୱ ମଞ୍ଚରେ ଭାରତର ନାମ ଉଜ୍ଜ୍ୱଳ କରିଛନ୍ତି। ନେଟଫ୍ଲିକ୍ସର ବାୟୋପିକ୍ ଫିଲ୍ମ ‘ଅମର ସିଂ ଚମକିଲା’ ପାଇଁ ସେ ଇଣ୍ଟରନ୍ୟାସନାଲ ଏମି ପୁରସ୍କାର ୨୦୨୫ରେ ଦୁଇଟି ବିଭାଗରେ ମନୋନୀତ ହୋଇଛନ୍ତି – ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ଶ୍ରେଷ୍ଠ ଟିଭି ମୁଭି’। ଏହି…
Odisha ମୁଣ୍ଡଳିରେ ପହଞ୍ଚିଲା ବନ୍ୟା ପାଣି Metro TV Odisha Sep 26, 2025 ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍ ଖୋଲାଯାଇଛି । ଗତକାଲି ୧୬ଟି ଗେଟ୍ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି। ଅଧିକ ଗେଟ୍ ଖୋଲା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର…
Weather Report ବଙ୍ଗୋପସାଗରରେ ଲଘୁଚାପ, ଜାଣନ୍ତୁ କେଉଁଠି ହେବ ବର୍ଷା Metro TV Odisha Sep 26, 2025 ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳକୁ ମୁହାଁଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ବାୟୁପ୍ରବାହର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି)ର…
Astrology/Vastu ଜାଣନ୍ତୁ ଆଜିର ରାଶିଫଳ Metro TV Odisha Sep 26, 2025 ମେଷ:-ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ। ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ। ଜୀବନସାଥୀର ବ୍ୟବହାରରେ ପରିବର୍ତ୍ତନ ଆସିବ। ବୃଷ:-ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଆପଣଙ୍କୁ…
World ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ଓ୍ବାଶିଂଟନ୍ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ Metro TV Odisha Sep 25, 2025 ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିବା ପାଇଁ ଓ୍ବାଶିଂଟନ୍ ଗସ୍ତ କରିବେ। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଶେହବାଜ ଓ ଟ୍ରମ୍ପ୍ଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା…