ମେଟ୍ରୋ ଟିଭି ଓଡିଶା(୨ . ୫. ୨୦୨୨ )
ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଏକ ଖୁସି ଖବର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଏକ ବଡ଼ ଗିଫ୍ଟ ଦେବାକୁ ଯାଉଛନ୍ତି । ଏହି ଅବସରରେ ଆସନ୍ତାକାଲି ରାଜ୍ୟର ଚାଷୀମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ ।

କାଳିଆ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ।ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଏକ ଖୁସି ଖବର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଏକ ବଡ଼ ଗିଫ୍ଟ ଦେବାକୁ ଯାଉଛନ୍ତି । ଏହି ଅବସରରେ ଆସନ୍ତାକାଲି ରାଜ୍ୟର ଚାଷୀମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । କାଳିଆ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ।