ଅସାନି’କୁ ନେଇ ତାଜା ସୂଚନା ଦେଲେ ଏସଆରସି, ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା ନାହିଁ

ମେଟ୍ରୋ ଟିଭି ଓଡିଶା(୧୧.୫.୨୦୨୨ )

ବାତ୍ୟା “ଅସାନି’ର ପ୍ରଭାବ ଓଡ଼ିଶା ଉପରେ କିଛି ରହିବ ନାହିଁ । ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ଓଡ଼ିଶା । ଭିଷଣ ବାତ୍ୟାର ରୂପ ନେଇଥିବା “ଅସାନି’ଆସନ୍ତା କାଲି ବାତ୍ୟାରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତାକାଲି ଓଡ଼ିଶାର ମାଲକାନଗିରି, କୋରାପୁଟ,ନବରଙ୍ଗପୁର,ରାୟଗଡ଼ା, ଗଜପତି, ଗଞ୍ଜାମ, କେଉଁଝର, ବାଲେଶ୍ୱର ଏବଂ ମୟୁରଭଞ୍ଜର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।