୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ କାଲିଠୁ ୨୧ ଯାଏ ରାଜସ୍ଥାନରେ ରହିବେ। ପରେ ଦିଲ୍ଲୀରେ ୫୫ତମ ଜିଏସ୍ଟି ବୈଠକରେ ଯୋଗ ଦେବେ।