ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ସିଏମ। ନଭେମ୍ବର 18ରୁ 20 ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପାଇଁ ସିଙ୍ଗାପୁରରେ ହେବ ରୋଡ ସୋ। ଓଡ଼ିଶା ଆସିବା ପାଇଁ ନିବେଶକ ମାନଙ୍କୁ କରିବେ ଆମନ୍ତ୍ରଣ। ନିବେଶକ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କରିବେ ଆଲୋଚନା।