ଜାନୁୟାରୀ ୧୮ରେ ହେବ ପକ୍ଷୀ ଗଣନା,୧୬ରୁ ଆରମ୍ଭ ହେବ ପ୍ରକ୍ରିୟା

ଜାନୁୟାରୀ ୧୮ରେ ହେବ ପକ୍ଷୀ ଗଣନା,୧୬ରୁ ଆରମ୍ଭ ହେବ ପ୍ରକ୍ରିୟା । ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ଗଣନା । ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଙ୍ଗ କରାଯିବ । ସେଥିପାଇଁ ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ ଲଗାଯିବ । ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି,ତାହା ସହଜରେ ଅନୁଧ୍ୟାନ କରିହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା ।