ଠେଲାପେଲାରେ ଆହତ ହେଲେ କଂଗ୍ରେସ ସଭାପତି ଭକ୍ତ ଦାସ

ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଦାସ ଆହତ ହୋଇଛନ୍ତି। ଅଣନିଶ୍ୱାସୀ ହେବା ସହ ଡାହାଣ ହାତରେ ଆଘାତ ଲାଗିଛି। କିଛି ସମୟ ପାଇଁ ଭକ୍ତ ଦାସ ଆମ୍ବୁଲାନ୍ସରେ ଭର୍ତ୍ତି ହୋଇଛନ୍ତି। ଶିଶୁଭବନ ଛକ ଆସିବାବେଳେ ଠେଲାପେଲାରେ ଏଭଳି ଘଟିଥିବା କୁହାଯାଉଛି ।