ମୋ ବସ ସେବା ପ୍ରଭାବିତ

୫୯ତମ ଡିଜି ଆଇଜି ସମ୍ମିଳନୀ ପାଇଁ ମୋ ବସ ସେବା ପ୍ରଭାବିତ। କାଯ୍ୟକ୍ରମ ସମୟରେ ଏହି ସବୁ ରୁଟରେ  3ଦିନ ଧର ମୋ ବସ ସେବା ପ୍ରଭାବିତ ହେବ। ଏନେଇ ଏକ୍ସରେ କ୍ରୁଟ ପକ୍ଷରୁ ସୂଚନା। ସର୍ବମୋଟ 29 ଟି ରୁଟରେ ପ୍ରଭାବିତ ହେବା ମୋ ବସ ସେବା। ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷା ଓ ନିରାପତ୍ତା  ଦୃଷ୍ଟିରୁ ଜନସାଧାରଣଙ୍କ ସୁ-ଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି  କମିଶନରେଟ ପୋଲିସ ।