ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ୍ରରୁ ପିଲା ହାତୀର ମୃତଦେହ ଉଦ୍ଧାର
ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ୍ ଅଧୀନସ୍ଥ ମୟୁରଝାଲିଆ ଗ୍ରାମ ନିକଟସ୍ତ ବୋରବୋରା ବନ୍ଧ ରେ ପଡି ଛୁଆ ହାତୀ ର ମୃତ୍ୟୁ, ଏ ଅଞ୍ଚଳରେ ୪୨ ଟିକିଆ ହାତୀ ପଲ୍ଲ ଉତ୍ତପାତ୍ ମଚାଇ କାଲି ରାତ୍ରିରେ ଧାନ ଖାଇବାକୁ ଆସିଥିବାବେଳେ ବୋରବୋର ବନ୍ଧ ରୁ ରଣପୁର ବନବିଭାଗ କର୍ମଚାରୀ ପହଂଚି ଉଦ୍ଧାର କରିଛି ଛୁଆ ହାତୀ କୁ, ଛୁଆ ହାତୀ ର ବୟସ ୩ ମାସ ବୋଲି ଅନୁମାନ କରାଯାଉଛି, ବର୍ତ୍ତମାନ ସୁଦ୍ଧା ଛୁଆ ହାତୀର ମୃତ୍ଯୁ ର କାରଣ ଜଣାପଡିନାହିଁ। ବନବିଭାଗ ତଦନ୍ତ ଜାରି ରଖିଛି।