ରାଇମୋହନ ପରିଡା ଆତ୍ମହତ୍ୟା

ମେଟ୍ରୋ ଟିଭି ଓଡିଶା (୨୪.୬.୨୦୨୨)

ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି | ଆଜି ତାଙ୍କ ବାସଭବନ ପ୍ରାଚୀ ବିହାର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି |

ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନି । ମଂଚେଶ୍ୱର ପୋଲିସ ପହଂଚହିଁ ତଦନ୍ତ ଚଳାଇଛି | ଏପରି ଖବର ଓଲିଉଡ ସିନେପ୍ରେମୀଙ୍କୁ ଶକ୍ତ ଝଟକା ଦେଇଛି।