ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାବୁସାନ ଘରକୁ ଫେରିଛନ୍ତି । ଗଣମାଧ୍ୟମ ବାବୁସାନଙ୍କ ପ୍ରତିକ୍ରିୟ ଜାଣିବାକୁ ଚାହିଁଥିବା ବେଳେ ବାବୁସାନ କହିଛନ୍ତି ପ୍ରଥମେ ମୋ ବାପା ମାଆଙ୍କୁ ପାଖକୁ ଯିବାକୁ ଦିଅନ୍ତୁ । ପରେ ମୁଁ ଆପଣମାନଙ୍କ ସହ କଥା ହେବି । ତେବେ ଦୁଇଦିନ ହେବ ବାବୁସାନ ଠିକରେ ଶୋଇନଥିବାରୁ ଏବେ ସେ ରେଷ୍ଟ ନେଇ ପରେ ମିଡିଆ ଆଗରେ ଗତ ତିନି ଦିନ ହେଲା ପରିବାର ମଧ୍ୟରେ ଯାହା ଚାଲିଛି ତାହା ଉପରେ ବକ୍ତବ୍ୟ ଦେଇପାରନ୍ତି । ଚେନ୍ନେଇରୁ ଫେରିବା ପରେ ବାବୁସାନଙ୍କଠାରୁ କିଛି ପ୍ରତିକ୍ରିୟା ମିଳିବ ବୋଲି ସମସ୍ତେ ଅପେକ୍ଷା କରିଛନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post