ଝାରସୁଗୁଡ଼ା: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ । ଆସନ୍ତା କାଲି ପ୍ରଚାର ସରୁଛି । 10 ରେ ଭୋଟ ଗ୍ରହଣ ହେବ । କୋଲାବିରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାର ସଭା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟଙ୍କଧରଙ୍କ ପାଇଁ ଭୋଟ ମାଗିବା ସହ ନରେନ୍ଦ୍ର ମୋଦିଙ୍କ ଜିନ୍ଦାବାଦ ନାରା ଦେଇଥିଲେ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ କାନୁନ ଉପରେ ଭୋଟରଙ୍କୁ ଆକୃଷ୍ଟ କରିଥିଲେ ।
Addressing a massive public meeting at Kolabira Block, Jharsuguda Assembly Constitueny. #Vote4BJP https://t.co/TYlMMxhkej
— Dharmendra Pradhan (@dpradhanbjp) May 7, 2023