ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨)

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ବୈଠକ ଅନୁଷ୍ଠିତ ହେବ | ଭର୍ଚୁଆଲ ମାଧ୍ୟମରେ ଅପରାହ୍ଣ ସାଢ଼େ ୫ଟାରେ ବୈଠକ ବସିବା ନେଇ ସୂଚନା ଦିଆଯାଇଛି ।

ବୈଠକରେ ପ୍ରାୟ ୨୦ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଏଜେଣ୍ଡା କ୍ୟାବିନେଟ୍ ବୈଠକରେ ରହିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।