କଟକ ଜିଲ୍ଲା ବଡ଼ମ୍ବା କୁଆଁରପାଳ ଗ୍ରାମ ରେ ହାତୀ ଆତଙ୍କ ରେ ଆତଙ୍କିତ ଜନ ସାଧାରଣ ରେ ଗତ ଦୁଇଦିନ ହେଲାଗୋଟିଏ ବଣୁଆ ହାତୀ ର ଉପଦ୍ରବ ଦେଖିବାକୁ ମିଳିଛି। ବଣୁଆ ହାତୀ ଆକ୍ରମଣରେ ଗତ କାଲି ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ ଆଜି ଏକ ଯୁବକଙ୍କ ହାତୀ ଆକ୍ରମଣରେ ମୁତ୍ୟୁ ଘଟିଛି ଯୁବକ ଜଣଙ୍କ ହେଲେ କୁଆଁରପାଳ ଗ୍ରାମ ର କାର୍ତ୍ତିକ ପ୍ରଧାନ ଙ୍କ ପୁଅ ୩୬ ବର୍ଷିୟ ସଞୟ ପ୍ରଧାନ ବୋଲି ଜଣାପଡ଼ିଛି।ଗତ କାଲି ଜଙ୍ଗଲ ରୁ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡି ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ବେଳେ ଆଜି ଆଜି ହାତୀ ଆକ୍ରମଣରେ ଯାଇଛି ଆଉ ଗୋଟିଏ ନିରିହ ଜୀବନ।ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବଣୁଆ ହାତୀଙ୍କ ଟି ହାତୀ ଙ୍କ ପଲ ରୁ ଅଲଗା ହୋଇଯିବା ପରେ ହାତୀ ଟି ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଲୋକ ଙ୍କୁ ଆକ୍ରମଣ କରି ନେଉଛି ଗୋଟିଏ ପରେ ଗୋଟିଏ ଜୀବନ ବନ ବିଭାଗ ର ଏଭଳି ଖାମ ଗିଆଲି ପାଇଁ ନିରିହ ଲୋକଙ୍କ ଜୀବନ ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ମାଣିଆବନ୍ଧ ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Trending
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Prev Post