ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଫାୟାର ବ୍ରାଣ୍ଡ ନେତା

ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ୬ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ଏଥିପାଇଁ ଆଜି ସରୁଛି ପ୍ରଚାର । ସେପଟେ ବିଜେପି ତୁଙ୍ଗ ନେତାଙ୍କ ତୁଫାନୀ ପ୍ରଚାର ଜାରି…

ଆଜିର ରାଶିଫଳ

ମେଷ: ଅନ୍ୟମାନଙ୍କର ସହଯୋଗ ପାଇବେ। ଅଫିସ୍‌ରେ ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟର ଦାୟିତ୍ବ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ବୃଷ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ବଡ଼ ଉଦ୍ୟୋଗରେ ଚାକିରିର ଡାକରା ଆସିବ।…

ଆମେରିକା ରାଜନୀତି

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୦୫ ଆ‌ସନରେ ଜିତିବ। ଆମେରିକୀୟ ରାଜନୀତି ବିଜ୍ଞାନୀ ଆୟନ ବ୍ରେମ୍ମର ଏନ୍‌ଡିଟିଭିକୁ ଏକ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି। ୟୁରେସିଆ ଗ୍ରୁପ୍‌ ପ୍ରତିଷ୍ଠାତା ବ୍ରେମ୍ମର କହିଛନ୍ତି, ବୈଶ୍ବିକ ରାଜନୈତିକ ପରିପ୍ରେକ୍ଷୀରେ ଦେଖିଲେ ଭାରତରେ…

ଆସନ୍ତା କାଲିଠାରୁ ପାଗ ପରିବର୍ତ୍ତନ

ସକାଳ ସାଢେ ୫ଟାରୁ ଆସିଯାଉଛି ଖରା ।ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି ।  ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ଖରାକୁ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।…

କିଛି ବର୍ଷର ନିରବତା ପରେ ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି

କିଛି ବର୍ଷର ନିରବତା ପରେ ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଛି । ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଭାରତରେ କୋଭିଡର ନୂଆ ଭାରିଆଣ୍ଟ କେପି-୧ ଓ କେପି-୨ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏହି ୩୨୪ ବ୍ୟକ୍ତି । ଏହି…

ଆଜି ପୁଣିଥରେ ରାଜଧାନୀରେ ରୋଡ ସୋ’କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ୨୫ ତାରିଖ ଶନିବାର ଅନୁଷ୍ଠିତ ହେବ । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ରେଣ୍ଟାଲ କଲୋନୀ ଓମଫେଡ୍ ଛଳରୁ ଏହି ରୋଡ ସୋ’ ଆରମ୍ଭ ହୋଇଛି । ଏହି ରୋଡ…

ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି

ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି। ସୁନା ଦାମ୍‌ରେ ହୋଇଥିବା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଆମେରିକାରେ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ। ଏହାର ପ୍ରଭାବରେ ଆମେରିକା ସୁଧ ହାର…

ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ

ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ । ମୁକ୍ତ, ଅବାଧ ନିର୍ବାଚନ ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କମିସନର ସଂଜୀବ ପଣ୍ଡା । ନିର୍ବାଚନ ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୨ କମ୍ପାନୀ ସିଏପିଏଫ୍ ଫୋର୍ସ । ରାଜଧାନୀରେ ୫ଟି…

୨୯ରେ ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦୀ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।  ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ । ପ୍ରଥମେ ବାଲେଶ୍ୱର ଓ ପରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ସମାବେଶ କରିବେ । ଚଳିତ…

ମେ ୨୬ରେ ବାହାରିବ ଯୁକ୍ତଦୁଇ ରେଜଲ୍ଟ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ । ସେହିଦିନ ଅପରାହ୍ଣ ସମୟରେ ଫଳାଫଳ ପ୍ରକାଶ କରାଯିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ଏକ ସମୟରେ ସମସ୍ତ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା ।…