ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼,ପ୍ରାଣ ହରାଇଲେ ୟୁବିଟି ନେତା

ମୁମ୍ବାଇ : ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼। ପ୍ରାଣ ହରାଇଲେ ଶିବସେନା ୟୁବିଟି ନେତା ଅଭିଷେକ ଘୋସାଲକର। ମୁମ୍ବାଇ ବୋରିଭାଲି ୱେଷ୍ଟର ଆଇସି କଲୋନୀରେ ଏହି ଗୁଳିମାଡ଼ ହୋଇଛି। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଯୁବନେତା ଅଭିଷେକ ଜଣେ ପୂର୍ବତନ କର୍ପୋରେଟର। ସେ ଜଣେ ବ୍ୟବସାୟୀ ମୋରିସ୍…

‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ,ଧର୍ମେନ୍ଦ୍ର ପ୍ରଧାନ

କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି। କଂଗ୍ରେସର ‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାହୁଲଙ୍କ ଭାଷଣ ଉପରେ ପ୍ରତିକ୍ରିୟା…

ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି,ଭାଜପା ଯୁବମୋର୍ଚ୍ଚା

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି ।  ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ଦେଇଛି ବିଜେଡି । ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହୀତ କରାଯାଉଛି ସେନେଇ…

ଆଜିର ରାଶିଫଳ

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ । ଅପରାହ୍ନରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାତ୍ରାରେ ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ । ଯାହାକୁ ନେଇ ମନ ଭାରାକ୍ରାନ୍ତ ହେବ । ବୃଷ: ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି

ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି ଦେଖାଯାଇଛି। ମେଘୁଆ ପାଗ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି। ପଶ୍ଚିମାଝଡ ପ୍ରଭାବରେ ଶୁକ୍ରବାର ଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ,…

‘ପ୍ରପୋଜ ଦିବସ’କାହିଁକି ପାଳନ କରାଯାଏ?

ପ୍ରତିବର୍ଷ ୮ ଫେବୃଆରୀରେ Propose Day ପାଳନ କରାଯାଏ। ତେବେ କଣ ଆପଣ ଜାଣନ୍ତି କି ଏହି ଦିନର ମହତ୍ତ୍ୱ କଣ? ପ୍ରୋପଜ ଦିବସ ଦମ୍ପତ୍ତିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହି ଦିନ ସେମାନେ ଖୋଲା ଖୋଲି ଭାବରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ ସପ୍ତାହର…

୨୦୨୪-୨୫ କାମଚଳା ବଜେଟ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ  ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ମୋଟ ୨ ଲକ୍ଷ ୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ରାଜ୍ୟ ସରକାର କୃଷକ ଓ କୃଷକଙ୍କ କଲ୍ୟାଣ ଉପରେ…

ଅନୁଭବ-ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର!

ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ନିଜର ବିବାହ ବିଚ୍ଛେଦ ବାବଦରେ ନିଜେ ଅନୁଭବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଥିବା ଅନୁଭବ ଲେଖିଛନ୍ତି…

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୫୦୦ ପଦରେ ନିଯୁକ୍ତି

ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ପକ୍ଷରୁ ୫୦୦ଟି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ-ଓ ପଦରେ ନିଯୁକ୍ତି ଦିଆଯିବ । ସବୁଠାରୁ ବଡ଼ କଥା ହେଉଛି ଏହି ପଦରେ ପ୍ରାର୍ଥୀମାନେ ମାତ୍ର ୨ ମାସର…

କମବ୍ୟାକ୍ କରିବେ ଜାଡେଜା-ରାହୁଲ !

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଖୁବ ଶୀଘ୍ର ଦଳର ଘୋଷଣା କରିପାରେ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ଆଘାତ କାରଣରୁ ୨ୟ ମ୍ୟାଚରୁ ବାଦ୍ ପଡ଼ିଥିବା ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ୩ୟ ମ୍ୟାଚରେ କମବ୍ୟାକ୍ କରିବା ନେଇ ଚର୍ଚ୍ଚା…