ପଞ୍ଚଭୂତରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ
ପଞ୍ଚଭୂତରେ ଲୀନ ହେଲେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଖଲ୍ଲିକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ରାଣୀ ମା’ଙ୍କୁ ଝୁରୁଛି ପୂରା ଗଞ୍ଜମ ମାଟି ।
୧୦ ଥରର…