Entertainment ‘ଫାଇଟର୍’କୁ ମିଳିଲା ଲିଗାଲ୍ ନୋଟିସ୍ Metro TV Odisha Feb 7, 2024 ହ୍ରିତିକ-ଦୀପିକାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ: ‘ଫାଇଟର୍’କୁ ମିଳିଲା ଲିଗାଲ୍ ନୋଟିସ୍ Latestଦେଶ- ବିଦେଶମନୋରଞ୍ଜନ By Sambad Digital Last updated Feb 7, 2024 ସେୟାର ନୂଆଦିଲ୍ଲୀ: ବଲିଉଡ୍ ଷ୍ଟାର ହ୍ରିତିକ ରୋଶନ ଏବଂ…
Technology ୟୁପିଆଇରେ ବିଭ୍ରାଟ! Metro TV Odisha Feb 7, 2024 ୟୁପିଆଇ ରେ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। ଫେନ୍ପେ, ଗୁଗୁଲ୍ପେ ଆଦି ଜରିଆରେ ପେମେଣ୍ଟ କରୁଥିବା ଲୋକମାନେ ଅସୁବିଧା ଭୋଗିଛନ୍ତି। ସେମାନଙ୍କ ପେମେଣ୍ଟ ଉଦ୍ୟମ ବିଫଳ ହୋଇଛି। ଏ ବିଷୟରେ ବହୁ ଲୋକ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି।…
Sports ଫାଇନାଲ୍ରେ ଭାରତ Metro TV Odisha Feb 7, 2024 ଅଧିନାୟକ ଉଦୟ ସହରନ୍ (୮୧) ଓ ସଚିନ୍ ଧାସ୍ (୯୬)ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଭାରତ ୧୯ ବର୍ଷରୁ କମ୍ ବିଶ୍ବକପ୍ର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା…
Politics ଶରଦ ପାୱାରଙ୍କୁ ବଡ଼ ଝଟକା Metro TV Odisha Feb 7, 2024 ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଏନସିପି(ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)ବୋଲି ନିର୍ବାଚନ କମିଶନ ମଙ୍ଗଳବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହା ସହ ଅଜିତ ପାୱାର ଗୋଷ୍ଠୀ ଏନସିପିର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନ(ଘଣ୍ଟା) ବ୍ୟବହାର…
Odisha ମୁଖ୍ୟମନ୍ତ୍ରୀ କଳାକାର ଯୋଜନା Metro TV Odisha Feb 7, 2024 ବିଭିନ୍ନ କଳାକାରଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ରାଜ୍ୟର ବିଭିନ୍ନ କଳାକାର । ଏହି ଯୋଜନାରେ ଆଉ ୩୦ ହଜାର କଳାକାରଙ୍କୁ ସାମିଲ କରାଯିବ । ଯାହା ଫଳରେ ଏହି ଯୋଜନାରେ କଳାକାରଙ୍କ ସଂଖ୍ୟା ୮୦ହଜାରକୁ…
National ମଧ୍ୟପ୍ରଦେଶ ବାଣ କାରଖାନା ବିସ୍ଫୋରଣ Metro TV Odisha Feb 7, 2024 ମଧ୍ୟପ୍ରଦେଶ ସ୍ଥିତ ହରଦା ବାଣ କାରଖାନାରେ ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫ୍ୟାକ୍ଟ୍ରି ମାଲିକ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ୩ ଅଭିଯୁକ୍ତ ରାଜେଶ ଅଗ୍ରୱାଲ , ସୋମେଶ ଅଗ୍ରୱାଲ ଓ ରଫିକ ଖାନ୍ ବୋଲି ଜଣାପଡିଛି। ଅଭିଯୁକ୍ତ ରାଜେଶ ଅଗ୍ରୱାଲ କାରରେ ଦିଲ୍ଲୀ ଫେରାର ହେବାକୁ ଯୋଜନାରେ…
Politics ଏକ ଦେଶ ଏକ ନିର୍ବାଚନ Metro TV Odisha Feb 7, 2024 ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀରେ ଏକାସାଙ୍ଗରେ ନିର୍ବାଚନ ଆୟୋଜନ ପାଇଁ ନୂଆଦିଲ୍ଲୀରେ ତିନୋଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରାଜନୈତିକ ଦଳର…
World ଧନ ହରାଇଥିବା ବିଲିୟନେୟାରଙ୍କ ମଧ୍ୟରେ ମସ୍କ Metro TV Odisha Feb 7, 2024 ବିଶ୍ବର କୋଟିପତିମାନଙ୍କ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ୧ ନମ୍ବର କୋଟିପତି ମୁକୁଟ ହରାଇ ପାରନ୍ତି ଏଲନ ମସ୍କ। ଜେଫ୍ ବେଜୋସ୍ ପୁଣି ଥରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ସାଜିବାକୁ ଆଉ ମାତ୍ର ୫ ବିଲିୟନ ଡଲାର ଦୂରରେ ଅଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଏଲନ…
National ବିଗିଡ଼ିଲାଣି ମିଆଁମାର ଭାରତ ସମ୍ପର୍କ ! Metro TV Odisha Feb 7, 2024 ମିଆଁମାରର ରଖାଇନ୍ ରାଜ୍ୟକୁ ଯାତ୍ରା ନ କରିବାକୁ ଭାରତ ତା’ର ନାଗରିକମାନଙ୍କୁ କହିଛି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ନିରାପତ୍ତା ସ୍ଥିତି ବିଗିଡ଼ିବା, ଯୋଗାଯୋଗ ସେବା ବାଧାପ୍ରାପ୍ତ ହେବା, ଲ୍ୟାଣ୍ଡଲାଇନ୍ ଏବଂ ମୌଳିକ ଭିତ୍ତିଭୂମିର ଘୋର ଅଭାବ ଯୋଗୁଁ…
Odisha ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ Metro TV Odisha Feb 7, 2024 କଟକ:ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ନୂଆ ବିଚାରପତି । ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ଜଷ୍ଟିସ ଶରଣ ସିଂଙ୍କୁ ଶପଥ କରାଇଲେ ରାଜ୍ୟପାଳ । ପୂର୍ବରୁ ପାଟନା ହାଇକୋର୍ଟର ବିଚାରପତି ଥିଲେ । ଜଷ୍ଟିସ ଶରଣ ସିଂ ପାଟନା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ।…