ଆଜି ଠାରୁ କୋଣାର୍କରେ ଜାତୀୟ ଖଣି ସମ୍ମିଳନୀ

ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଜାନୁଆରି ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କୋଣାର୍କଠାରେ ୩ୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ 'ବିକଶିତ ଭାରତ ୨୦୪୭'ର ପରିକଳ୍ପନା ଅନୁଯାୟୀ  ଆୟୋଜନ କରାଯାଉଛି । ଏଥିରେ…

ଆଜି ଠାରୁ ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ

ଆମେରିକାରେ ଆଜି ଠାରୁ ନବନିର୍ବାଚିତ ରାଷ୍ଟ୍ରପତି   ଡୋନାଲ୍‌ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଏକ ଇନ୍‌ଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର…

ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆ ଗଲା କୁଆଡ଼େ ?

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦୁଇ ବର୍ଷ ଭିତରେ ଅନେକ ପ୍ରଶ୍ନ ଉଠିଲାଣି । ଏହି ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ଘଟଣାକୁ କିଏ ଲୁଚାଉଛି କି ? ଏନେଇ ରାଜନୀତି ଜୋର ଧରିଥିବା ବେଳେ ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି।…

ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ

ଅଦ୍ୟ ଜାନୁଆରୀ ମାସ ୨୦ ତାରିଖ ୨୦୨୫ ମସିହା (ସୋମବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ମାଘମାସ- କୃଷ୍ଣପକ୍ଷ ତିଥି- ଷଷ୍ଠୀ ଦିବା ଘ୦୯/୫୪ ଗତେ ସପ୍ତମୀ ନକ୍ଷତ୍ର- ହସ୍ତା ରାତ୍ରି ଘ୦୯/୦୭ ଗତେ ଚିତ୍ରା ଚନ୍ଦ୍ର -କନ୍ୟା ଯୋଗ- ଶୁକର୍ମା କରଣ -…

ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍ହେ , ବ କି ସିବିଆଇ ତଦନ୍ତ?

ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍? ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ହେବ କି ସିବିଆଇ ତଦନ୍ତ? ୨୦୨୩ ଜାଜୁଆରୀ ୨୯ ତାରିଖରେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ରହସ୍ୟ ଏଯାଏଁ ଉନ୍ମୋଚିତ ହୋଇପାରିନି। ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଧରାପଡିଛି…

ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଲା ଭାରତୀୟ ମହିଳା ଦଳ

ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ କ୍ରମାଗତ ଭାବେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ​​ମଇଦାନରେ ମୋଟ ୧,୦୪୦ ଜଣ ପ୍ରାର୍ଥୀ

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ରହିଛି | ବିଶେଷ କରି ଆମ ଆଦମୀ ପାର୍ଟି ବା ଆପ, ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ଟକ୍କର ହେବାକୁ ଯାଉଛି | ଆଉ ଏହାରି ଭିତରେ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି | ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ…

ଲୋକଙ୍କୁ କଲବଲ କରୁଛି ପ୍ରବଳ ଥଣ୍ଡାକୁ ଜାଡ଼

ପ୍ରବଳ ଶୀତକୁ ଜାଡ଼ରେ କଲବଲ ଘୁ.ଉଦୟଗିରି ଅଞ୍ଚଳବାସୀ। ଦିନକୁ ଦିନ ପାରଦ ତଲମୁଁହା ହେବା ସହ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସ୍ଥାନିତ ହୋଇଥିବା ବେଳେ ପ୍ରବଳ ଥଣ୍ଡାକୁ ଜାଡ଼ ଲୋକଙ୍କୁ…

ମନ କି ବାତ : ଚଳିତ ବର୍ଷର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ବତନ୍ତ୍ର

ମନ କି ବାତର 118 ତମ ଏପିସୋଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚଳିତ ବର୍ଷର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ବତନ୍ତ୍ର । ଏହା ହେଉଛି ଭାରତ ଗଣତନ୍ତ୍ରର 75 ତମ ବାର୍ଷିକୀ  । ଏହି ବର୍ଷ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବାର 75 ବର୍ଷ ପୂର୍ତି । ସଂସଦ ସଭାର ସେହି ସମସ୍ତ ମହାନ…

ଲଞ୍ଚ୍ – ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର ଏହା ଆପଣ ଜାଣିବା ନିହାତି ଦରକାର

ଯେମିତି ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ହେଲଦି ରଖିବାରେ ସାହାଯ୍ୟ କରେ ଠିକ୍ ସେମିତି ଆପଣଙ୍କ ଖାଇବା ସମୟ ମଧ୍ୟ ଆପଣଙ୍କ ସୁସ୍ଥ ଜୀବନଚର୍ଯ୍ୟାକୁ ସନ୍ତୁଳନ ରଖିବାର କାମ କରେ । ଆପଣ କେତେବେଳେ , କେଉଁ ସମୟରେ ଖାଦ୍ୟ ଖାଉଛନ୍ତି ଏବଂ ଲଞ୍ଚ୍ - ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର…